ଦେଶ
ବିଶ୍ୱକପ ୨୦୨୩ ପାଇଁ ପାକିସ୍ତାନ ଟିମକୁ ମିଳିଲା ଭିସା, ୨୯ରେ ଖେଳିବ ପ୍ରଥମ ଓ୍ଵାର୍ମ-ଅପ୍ ମ୍ୟାଚ୍ – Ibnodisha

[ad_1]
ପାକିସ୍ତାନ: ବିଶ୍ୱକପ ପାଇଁ ପାକିସ୍ତାନ ଟିମ୍ ପାଇଁ ଖୁସି ଖବର । ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ପାକିସ୍ତାନ ଟିମକୁ ଭାରତ ଆସିବାକୁ ଭିସା ମିଳିଛି । ଭାରତ ଭିସା ପ୍ରଦାନ କରି ନଥିବାରୁ ପାକିସ୍ତାନ ଟିମ୍ ବଡ଼ ଚିନ୍ତାରେ ରହିଥିଲା । ଭାରତ ଗସ୍ତ ନେଇ ପାକିସ୍ତାନ ଓ ଆଫଗାନିସ୍ତାନ ଟିମକୁ ଭାରତ ସରକାର ଭିସା ପ୍ରଦାନ କରିଛନ୍ତି । ପାକିସ୍ତାନ ଟିମ୍ ୨୯ ସେପ୍ଟେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଓ୍ଵାର୍ମ-ଅପ ମ୍ୟାଚ ଖେଳିବ ।
[ad_2]