ରାଜ୍ୟ

ବିସର୍ଜନ ଆଗରୁ ରାତି ଅଧରୁ ଗାୟବ ହୋଇଗଲା ଗଣେଶଙ୍କ ମୂର୍ତ୍ତି – Ibnodisha

[ad_1]

ଭୁବନେଶ୍ୱର: ରାତି ଅଧରୁ ପେଣ୍ଡାଲରୁ ଗାୟବ ହେଲା ଗଣେଶଙ୍କ ମୂର୍ତ୍ତି l ଦେଖୁ ଦେଖୁ ଉଭାନ ହୋଇ କୁଆଡେ ଚାଲିଗଲା ପ୍ରଭୁ ବିଘ୍ନ ବିନାଶକଙ୍କ ଏତେ ବଡ ମୂର୍ତ୍ତି, ସମସ୍ତେ ଖୋଜିଲେ କିନ୍ତୁ ପାଇଲେନାହିଁ.. ହଠାତ ମୂର୍ତ୍ତି ଗାୟବ କୁ ନେଇ ସମସ୍ତେ ଡରି ଗଲେ ..ପରେ ସନ୍ଦେହ କରିବାରୁ ପ୍ରକୃତ କଥା ଜଣାପଡିଲା .. ଯାହାକୁ ଆପଣ ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ.. ସତ କଥା ହେଲା ପ୍ରଭୁଙ୍କ ମୂର୍ତ୍ତି ପେଣ୍ଡାଲରୁ ଏମିତି ଗାୟବ ହୋଇଯାଇନି ବରଂ ଚୋରି ହେଇଯାଇଛି.. ଏବେ ସବୁ ଏମିତି କଥା ସାମ୍ନା କୁ ଆସୁଛି ଯାହାକୁ ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଚି ସେତିକି ବିଶ୍ୱାସ କରିବା ସହଜ ବି ଲାଗୁଛି, କାରଣ କଳିଯୁଗରେ ଏସବୁ ସମ୍ଭବ ..

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button