ରାଜ୍ୟ

ଭିଜିଲାନ୍ସ ହାତରେ ଡାଟା ଏଣ୍ଟ୍ରି ଅପରେଟର – Ibnodisha

[ad_1]

ଟିଟିଲାଗଡ଼: ଭିଜିଲାନ୍ସ ହାତରେ ଡାଟା ଏଣ୍ଟ୍ରି ଅପରେଟର। ଟିଟିଲାଗଡ଼ ଉପଖଣ୍ଡ ସଇଁତଲା ତହସିଲ ଅନ୍ତର୍ଗତ ବେଲଗାଁ ଏଆରଆଇ ଜ୍ୟୋସ୍ନା ମାଝୀ ଏବଂ ଡାଟା ଏଣ୍ଟ୍ରି ଅପରେଟର ମଣ୍ଟୁ ନନ୍ଦ ଭିଜିଲାନ୍ସ ଜାଲରେ ପଡିଛନ୍ତି । କଳାହାଣ୍ଡି ଜିଲ୍ଲା ବାଭନିମୁଣ୍ଡା ଗାଁ ର ବାସୁଦେବ ରଣାଙ୍କ ଜମି ଚିହ୍ନଟ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ଲାଞ୍ଚ ନେବା ସମୟରେ ବଲାଙ୍ଗିର ଭିଜିଲାନ୍ସ ବିଭାଗ ଉଭୟଙ୍କୁ କାବୁ କରି ନିଜ ହେପାଜତକୁ ନେଇଥିବା ସୂଚନା ମିଳିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button