ଦେଶ

ପିକଅପ୍ ଲଗାଇ ଘରୁ ଲୁଟିନେଲେ – Ibnodisha

[ad_1]

ପାଟଣା : ତୁରୁମୁଙ୍ଗା ଥାନା ଅନ୍ତର୍ଗତ ପୁଟୁଗାଁ ଗ୍ରାମରେ ଦିନବେଳା ଘର ଆଗରେ ପିକଅପ ଲଗାଇ ଚୋରମାନେ ଗ୍ରାମର ବନ ବିହାରୀ ମୁଣ୍ଡାଙ୍କ ଘରୁ ବଡ଼ ଏଲସିଡିଟିଭି, ନଗଦ ୧୫ ହଜାର ଟଙ୍କା ଓ କଂସା ବାସନକୁସନ ଆଦି ଲୁଟିନେଇ ଫେରାର ହୋଇ ଯାଇଛନ୍ତି। ସ୍ୱାମୀ ସ୍ତ୍ରୀ ବାହାରକୁ କୌଣସି କାମରେ ଯାଇ ଦିନ ସାଢେ ୧୧ଟା ସମୟରେ ଘରୁ ଚୋରୀ ହୋଇଥିବା ଜାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନା ଏସ୍ ଆଇ ରସାନନ୍ଦ ନାୟକ ଘଟଣାର ତଦନ୍ତ କରୁଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button