ରାଜ୍ୟ
ଦିନ ସାଢେ ୮ରେ ୩୮ ଡିଗ୍ରୀ ଟପିଲା ତାତି – Ibnodisha

[ad_1]
ଭୁବନେଶ୍ଵର: ତତଲା କଡେଇରେ ଭାଜି ହେଉଛନ୍ତି ସମଗ୍ର ଓଡିଶାବାସୀ । ଦିନ ସାଢେ ୮ଟା ସୁଦ୍ଧା ୩୮ ଡିଗ୍ରୀ ଟପିଲା ତାପମାତ୍ରା। ୩୮.୪ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ତାଳଚେରରେ ୩୭.୮, ବାଲେଶ୍ଵରରେ ୩୬.୬, କେନ୍ଦୁଝରରେ ୩୬.୪, କଟକରେ ୩୫.୮, ଭଦ୍ରକ ଓ ରାଉରକେଲାରେ ୩୫ ଡିଗ୍ରୀ , ଭବାନୀପାଟଣାରେ ୩୪.୮ , ଭୁବନେଶ୍ଵର ଓ ଝାରସୁଗୁଡାରେ ୩୪.୬ ଡିଗ୍ରୀ, ହୀରାକୁଦରେ ୩୪.୪, ଚାନ୍ଦବାଲିରେ ୩୪.୨ , ବଲାଙ୍ଗୀରରେ ୩୪ ଡିଗ୍ରୀ , କେନ୍ଦ୍ରାପଡା ଓ ଅନୁଗୁଳରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
[ad_2]