ରାଜ୍ୟ
ପ୍ରଭାତ ବିଶ୍ୱାଳଙ୍କ ନାଁରେ ଚାର୍ଜସିଟ୍ – Ibnodisha
[ad_1]
ଭୁବନେଶ୍ୱର: ପୂର୍ବତନ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ନାଁରେ ଇଡିର ଅତିରିକ୍ତ ଚାର୍ଜସିଟ୍ । ପ୍ରଭାତଙ୍କ ସହ ଲକ୍ଷ୍ମୀବିଳାସିନୀଙ୍କ ନାଁରେ ବି ଅତିରିକ୍ତ ଚାର୍ଜସିଟ୍ ହୋଇଥିବାର ସୂଚନା ରହିଛି । ସ୍ପେଶାଲ କୋର୍ଟରେ ୨ୟ ଅଭିରିକ୍ତ ଚାର୍ଜସିଟ୍ ଦାଖଲ କଲା ଇଡି । ବିଶ୍ୱାଳ ଦମ୍ପତିଙ୍କ ସହ ସିସୋରର ୨ଟି କମ୍ପାନୀ ନାଁରେ ଚାର୍ଜସିଟ୍ ଦାଖଲ ହୋଇଥିବା ସୂଚନା ମିଳିଛି । ସିସୋରରେ ୨ ନିର୍ଦ୍ଦେଶକ ପ୍ରଶାନ୍ତ ଦାସ, ପ୍ରଭାତ ଦାସଙ୍କ ନାଁରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇଥିବା ଖବର ସାମ୍ନାକୁ ଆସିଛି ।
ରାମ ମନ୍ଦିରରେ ପଡିବନି ଭୂମିକମ୍ପର ପ୍ରଭାବ, ୨୪ ଘଣ୍ଟା ପୂର୍ବରୁ ମିଳିବ ଆଲର୍ଟ
[ad_2]