ରାଜ୍ୟ

ବ୍ରହ୍ମା ତାଙ୍କ ନିଜ ଝିଅ ସରସ୍ୱତୀଙ୍କୁ କାହିଁକି ବିବାହ କରିଥିଲେ? କଣ ଆପଣଙ୍କୁ ଜଣାଅଛି ଏହା ପଛର କାରଣ

ନମସ୍କାର ବନ୍ଧୁଗଣ, ଆଜି ଆମେ ଏକ ବହୁତ ସୁନ୍ଦର ବିଷୟ ରେ ପୁରାଣ ଭିତ୍ତିକ କାହାଣୀଟିଏ କହିବାକୁ ଯାଉଛୁ । ବ୍ରହ୍ମାଙ୍କୁ ଚାରି ମୁଖୀ ଭଗବାନ ଭାବେ ଆମେ ସମସ୍ତେ ଜାଣୁ । ସେ ମଧ୍ୟ ବ୍ରହ୍ମାଣ୍ଡ ର ନିର୍ମାତା ଭାବେ ପରିଚିତ । ତାଙ୍କର ଦୁଇ ଜଣ ଭାଇ, ଶିବ ଆଉ ବିଷ୍ଣୁ । ମା ସରସ୍ୱତୀ ଙ୍କୁ କଳା, ଜ୍ଞାନ ତଥା ଚିତ୍ର ଏବଂ ଚରିତ୍ର ର ଦେବୀ ଭାବେ ଆମେ ସମସ୍ତେ ଜାଣୁ । ସେ ମଧ୍ୟ ତ୍ରିଦେବୀ ର ଜଣେ ଅଂଶୀଦାର ଯାହାଙ୍କ ସହ ମା ପାର୍ବତୀ, ଏବଂ ଲକ୍ଷ୍ମୀ ବି ଥାଆନ୍ତି ।

ଆଜି ଆମେ ଆପଣଙ୍କୁ କହିବୁ କି କାହିଁକି ବ୍ରହ୍ମା ତାଙ୍କ ନିଜ ଝିଅ ସରସ୍ୱତୀ ଙ୍କୁ ହି ବିବାହ କରି ଥିଲେ । ଚାଲନ୍ତୁ ଆରମ୍ଭ କରିବା ମଜୟ ପୁରାଣ ଆଉ ସରସ୍ୱତୀ ପୁରାଣ ରେ କୁହା ଯାଇଛି ଯେ ପ୍ରଭୁ ଙ୍କର ପ୍ରଭୁ ବ୍ରହ୍ମା ଯିଏ କି ବ୍ରହ୍ମାଣ୍ଡ ତିଆରି କରି ଥିଲେ, ତାଙ୍କ ନିଜ ଝିଅ ସରସ୍ୱତୀ ଙ୍କୁ ହି ବିବାହ କରି ଥିଲେ । ଏହା ବହୁତ ଆଶ୍ଚର୍ଯ୍ୟ କର କଥା ହେଇ ପାରେ କି ଜଣେ ନିଜ ଝିଅ କୁ କେମିତି ବିବାହ କରି ପାରିବ । କିନ୍ତୁ ଏହା ସତ ଯେ ବ୍ରହ୍ମା ତାଙ୍କ ନିଜ ଝିଅ କୁ ହି ବିବାହ କରି ଥିଲେ ।

ବହୁତ ଲୋକ ଏହା ବିଶ୍ୱାସ କରନ୍ତି କି ଯେତେବେଳେ ବ୍ରହ୍ମା ତାଙ୍କ ବ୍ରହ୍ମାଣ୍ଡ ଆରମ୍ଭ କରୁ ଥିଲେ ସେତେବେଳେ ସେ ତାଙ୍କ ବୀର୍ଯ୍ୟ ଦ୍ୱାରା ମା ସରସ୍ୱତୀ, ସନ୍ଧ୍ୟା ଆଉ ବ୍ରାହ୍ମଣ ମାନଙ୍କୁ ଜନ୍ମ ଦେଇ ଥିଲେ । ସରସ୍ୱତୀ ଦେବୀ ଜନ୍ମ ତ ହେଇ ଥିଲେ ମାତ୍ର ତାଙ୍କର କେହି ମା ନଥିଲେ । ସରସ୍ୱତୀ ଦେବୀ ବହୁତ ସୁନ୍ଦରୀ ଆଉ ଅବଳା ଥିଲେ ଯେ ତାଙ୍କୁ ସମସ୍ତେ ବହୁତ ଆଦର କରୁ ଥିଲେ । ଏପରିକି ସ୍ୱୟଂ ବ୍ରହ୍ମା ବି ତାଙ୍କୁ ଖୁବ ଆଦର କରୁ ଥିଲେ ।

ଯେତେବେଳେ ମା ସରସ୍ୱତୀ ଏହା ଜାଣି ପାରିଲେ କି ତାଙ୍କ ବାପା ସ୍ୱୟଂ ବ୍ରହ୍ମା ହି ତାଙ୍କ ଉପରେ ନଜର ପକାଉ ଛନ୍ତି ସେ ତାଙ୍କ ସାହାଯ୍ୟ ପାଇଁ ପ୍ରଭୁ ଶିବ ଆଉ ବିଷ୍ଣୁ ଙ୍କର ସାହାଯ୍ୟ ନେଲେ । ଆଉ ସେ ବ୍ରହ୍ମା ଙ୍କର ନଜର ରୁ ବହୁତ ଦୁରକୁ ଚାଲି ଯିବାକୁ ଚାହିଁଲେ ମାତ୍ର ଏହା ବହୁତ ଅଲଗା ଥିଲା । ବ୍ରହ୍ମା ଙ୍କର ଚାରିଟି ମୁହଁ ଥିଲା ଆଉ ତାଙ୍କ ଆଖି ସବୁ ଆଡେ ଦେଖି ପାରୁ ଥିଲା ।

ଆଉ ସେ ନିଜେ ଯେହେତୁ ବ୍ରହ୍ମାଣ୍ଡ କୁ ହି ତିଆରି କରି ଥିଲେ ତେଣୁ ତାଙ୍କୁ ସବୁ ସ୍ଥାନ ଜଣା ଥିଲା । ତେଣୁ ତାଙ୍କ ନଜର ରୁ ବଂଚିକି ଯିବା ଅସମ୍ଭବ ଥିଲା । ଶେଷ ରେ ମା ସରସ୍ୱତୀ ଆଶା ଛାଡି ଦେଲେ । ଆଉ ଶେଷ ରେ ସେ ବ୍ରହ୍ମା ଙ୍କୁ ହି ବିବାହ କଲେ । ଏହା ହିଁ ଅସଲ କାରଣ ଥିଲା ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button