ରାଜ୍ୟ

୧୦ଜଣ ବିଜେଡି ନେତାଙ୍କୁ ବିଭିନ୍ନ ପଦରେ ନିଯୁକ୍ତି – Ibnodisha

[ad_1]

ଭୁବନେଶ୍ୱର: ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୧୦ଜଣ ନେତାଙ୍କୁ ବିଭିନ୍ନ ପଦରେ ନିଯୁକ୍ତି ଦେଇଛନ୍ତି । ଏନେଇ ଦଳ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।
୧) ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ଦିଆଯାଇଛି
୨)ରାଜୀବ ପାତ୍ରଙ୍କୁ କନ୍ଧମାଳ ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଭାବେ ଦାୟିତ୍ୱ
୩) ସରୋଜ କର୍ଣ୍ଣାଙ୍କୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ
୪) କ୍ଲେଶ ପ୍ରଧାନଙ୍କୁ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ
୫) ଅଜୟ ମହାରଣାଙ୍କୁ ବାଲିଗିଡ଼ା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ
୬)କିଶୋର ଛୋଟରାୟଙ୍କୁ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ
୭)ଟୁନା ଦାସଙ୍କୁ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ସହ-ସଂଯୋଜକ
୮)ଅନିମା କହଁରଙ୍କୁ କନ୍ଧମାଳ ଜିଲ୍ଲା ବିଏମଜେଡି ସଭାପତି
୯) ପୁନମ କହଁରଙ୍କୁ ବିଏମଜେଡି ରାଜ୍ୟ ସାଧାରଣ ସମ୍ପାଦିକା
୧୦)ସଞ୍ଜୁକ୍ତା ଦାସଗୁପ୍ତାଙ୍କୁ କନ୍ଧମାଳ ବିଏମଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button