ରାଜ୍ୟ

ନିଖୋଜର ୪୮ ଘଣ୍ଟା ପରେ ବି ମିଳୁନି କାନାରା ବ୍ୟାଙ୍କ ମ୍ୟାନେଜରଙ୍କ ପତ୍ତା – Ibnodisha

[ad_1]

ବାଙ୍କୀ : କୁଆଡେ ଗେଲ କଟକ ବଡ଼ମ୍ବା କାନାରା ବ୍ୟାଙ୍କ ଶାଖା ମ୍ୟାନେଜର ତପନ କୁମାର ସାହୁ । ରହସ୍ୟଜନକ ନିଖୋଜ ଘଟଣା ଉପରୁ ଏଯାଏଁ ହଟି ପାରୁନାହିଁ ପର୍ଦ୍ଦା। ତପନ କୁମାର ସାହୁଙ୍କ ନିଖୋଜ ଘଟଣାକୁ ୪୮ ଘଣ୍ଟା ବିତିଲାଣି, ହେଲେ ଏଯାଏଁ କିଛି ଖୋଜଖବର ମିଳୁନଥିବା ବେଳେ  ତପନ କୁଆଡେ ଚାଲିଯାଇଛନ୍ତି କି ତାଙ୍କୁ କେହି ଅଫହରଣ କରିଛନ୍ତି ତାହା ମଧ୍ୟ ସନ୍ଦେହ ଘେରକୁ ଆସିଛି।  ଘଟଣାରେ ପୁଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ସହ ତନାଘନା ଚଳାଇଛି । ସିସିଟିଭି ଫୁଟେଜରେ ସ୍ୱାଭାବିକ ଭାବେ ଗାଡି ଚଳାଉଥିଲେ । ହେଲେ ଜଙ୍ଗଲ ରାସ୍ତାରେ ସେ ଗାଏବ ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗି ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button