ରାଜ୍ୟ

ଗାଡ଼ିକୁ ଧକ୍କା ଦେଇ ରେଳଟ୍ରାକ ଭିତରକୁ ଚାଲିଗଲା କଣ୍ଟେନର, ଅଳ୍ପକେ ବର୍ତ୍ତିଲେ ଲୋକେ – Ibnodisha

[ad_1]

ବାଲେଶ୍ବର: ଆଜି ଅପରାହ୍ନରେ ବାଂପଦା ଛକ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି ଲୋକେ। ଏକ କାର ବୋଝେଇ କଣ୍ଟେନର ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଦ୍ରୁତଗତିରେ ଯାଉଥିବା ବେଳେ ବାଂପଦ। ନିକଟରେ ଏକ ଗାଡ଼ିକୁ ଧକ୍କା ଦେଇ ଭ।ରସ।ମ୍ୟ ହରାଇ ରେଳ ଟ୍ରାକ ଭିତରକୁ ମାଡ଼ି ଆସିଥିଲା। ଫଳରେ ରେଳ ଟ୍ରାକ ଓ ରେଳ ଯନ୍ତ୍ରାଂଶ ଭାଙ୍ଗି ଯାଇଛି। ଡ଼୍ରାଇଭର ଥାନାରେ ଅଟକ ଅଛନ୍ତି। କାରର ପଛପଟେ କେହି ବସି ନ ଥିଲେ। ଚ।ଳକ ସ।ମ।ନ୍ୟ ଆହତ ହୋଇଛନ୍ତି। ପ୍ରଥମିକ ଚିକିତ୍ସା ପରେ ସେ ସୁସ୍ଥ୍ ଅଛନ୍ତି। ରେଳ ଟ୍ରାକ ଭାଙ୍ଗିଯାଇଥିବା କରଣରୁ ବାଲେଶ୍ଵରରୁ ନିଳଗିରି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଜରୁରୀକାଳୀନ ସ୍ଥିତିରେ ମରାମତି କାମ ଚାଲିଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button