ରାଜ୍ୟ

Vastu Tips- ଶନିବାର ଦିନ ଓସ୍ଥ ଗଛ ତଳେ ଦୀପ ଜାଳିବା ଦ୍ଵାରା କଣ ହୋଇଥାଏ ? ଜାଣନ୍ତୁ ଶନିଦେବ କଣ କୁହନ୍ତି ?

ଶନି ଗ୍ରହକୁ କେତେକ ଲୋକ  ରାଗି ଗ୍ରହ ଓ  ଖରାପ ଗ୍ରହ ବୋଲି ଜାଣି ଥାଉ। କିନ୍ତୁ ଏଭଳି ନୁହେଁ ଆପଣ ଯଦି ଦେଖିବେ ଶସ୍ତ୍ର ଅନୁସାରେ ତେବେ ଶନି ନ୍ୟାୟ ପ୍ରିୟ ଗ୍ରହ ଅଟେ । ଏହା ସୂର୍ଯ୍ୟ ମଣ୍ଡଳର ଏକ ସୁନ୍ଦର ଗ୍ରହ ଅଟେ । ପୁରାଣରେ ଲେଖା ହୋଇଛି ଶନିଙ୍କ ପିତା ସୂର୍ଯ୍ୟ ଦେବ ଓ ମାତା ଛାୟା ଦେବୀ ଅଟନ୍ତି ।  ଏହି ଗ୍ରହ ମଣିଷର କର୍ମ ଅନୁସାରେ ଫଳ ଦେଇ ଥାଏ । ଯଦି କାହାର ସାଢେ ସାତ ଶନି ଦଶା ଚାଲି ଥାଏ । ତାର ଜୀବନରେ ଦୁଃଖ, ଅସାନ୍ତି ,ସମସ୍ଯା , ବ୍ୟାଧି,କୁକର୍ମ ଆଦି ଭାରି ଯାଏ ।

ଯାହା ଉପରେ ଶନିଙ୍କ କୃପା ହୁଏ ତେବେ ତା ଜୀବନରେ ଧନ, ଖୁସି , ଐଶ୍ଵର୍ୟ, ଶାନ୍ତି ,ସଫଳତା ଲାଭ ହୁଏ । କହିବାକୁ ଗଲେ ଶନି ରାଜାକୁ ଭିକାରି ଓ ଭିକାରି କୁ ରାଜା କରିଦିଏ । ଏହାଙ୍କ ବାହନ କାଉ ଅଟେ । ଏହାଙ୍କ ପ୍ରିୟ ରଙ୍ଗ କଳା ଅଟେ । ଏହାଙ୍କ ବାର ଶନିବାର ଅଟେ ।

ଏହା ଏଭଳି ଏକ ରାଶି ଜିଏକି ଏକାସହ ୩ଟି ରାଶି ଉପରେ ସାଢେ ସାତି ଚଳନ କରିପାରେ ଓ ଅନୟୁ ଦୁଇଟି ରାଶି ଉପରେ ବି ବକ୍ର ଦ୍ରୁଷ୍ଟି ରାଖିପାରେ । ଏଭଳି ୫ ଟି ରାଶି ଉପରେ ଶନିଙ୍କ ପ୍ରଭାବ ପଡିଥାଏ ।  ଏହି ସମୟରେ ଆମକୁ ସଞ୍ଜମ, ସହାନିଶୀଳତାର ପରୀକ୍ଷା ଦେବାକୁ ପଡେ । ମାତ୍ର ଆମ ଶାସ୍ତ୍ରରେ ଏହି ଦଶାରୁ ବଞ୍ଚିବା ପାଇଁ ଉପାୟ ମଧ୍ୟ ଅଛି ।

ତେବେ ଆସନ୍ତୁ ଜାଣିବା କଣ କାଲେ ଆମେ ଶନି ଦେବଙ୍କୁ ପ୍ରସନ୍ନ କରି ପାରିବା । ତେବ ଆପଣ ଯଦି ସକାଳୁ ଉଠି ନିଜର କାମ ସାରି ଶନି ମନ୍ଦିର ଯାନ୍ତୁ । ଶନି ବାର ଦିନ କାଉ କିମ୍ବା କଳା କୁକୁରକୁ ଖାଇବାକୁ ଦିଅନ୍ତୁ କଳା ଜିନିଷ ଦାନ କରନ୍ତୁ ଯେମିତିକି କଳା ଡାଲି କଳା ବସ୍ତ୍ର, ଲୁହା ଆଦି ଯଦି ଆପଣ ନିଜର ଭଲ ଫଳ ପ୍ରାପ୍ତି ଚାହୁଁଛନ୍ତି ତେବେ ଶନିବାର ଦିନ ତେଲ ଦାନ କରନ୍ତୁ । ନିର୍ମଳ ମନରେ ପୂଜା କରନ୍ତୁ।

ଶନି ବାର ଦିନ ହନୁମାନ ଙ୍କୁ ଚାମେଲୀ ତେଲ ର ଦୀପ ଓ ସିନ୍ଦୁର ପ୍ରଦାନ କରନ୍ତୁ । ଶନି ଓ ହନୁମାନ ବହୁତ ଭଲ ମିତ୍ର ବୋଲି ଜଣା ଯାଏ ତେଣୁ ଆପଣ ଏହା ଦ୍ଵାରା ଲାଭବାନ ହୋଇ ପାରିବେ । ତେବେ ଆସନ୍ତୁ ଜାଣିବା ଆଉ କଣ କଣ କରିହେବ । ଶନିବାର ଦିନ ଓସ୍ଥ ଗଛ ମୂଳରେ ତେଲ ଢାଳି ପୂଜା କରନ୍ତୁ ଓ ରାଶି ତେଲର ଦୀପ ଲଗାଇ ଦିଅନ୍ତୁ ଓ ଏଥିରେ ଏକ କଣ୍ଟା ରାଖୀ ଦିଅନ୍ତୁ ।

ଏହା ବ୍ଯତୀତ ସବୁ ଦିନ ସକାଳୁ ଗୋଟେ କାଉ କୁ ଖାଇବାକୁ ଦିଅନ୍ତୁ ଓ ପଣି ମଧ୍ୟ ଦିଅନ୍ତୁ । ଦେଖିବେ ଆପଣଙ୍କ ଶନି ଦଶା ର ଅଶୁଭ ଫଳ କିଛି ମାତ୍ରାରେ କମି ଜୀବ ଓ ଆପଣ ସୁଖ ଭୋଗ କରିବେ ଶନି ଦେବବଙ୍କ ଆଶ୍ରିବାଦରୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button