-
ରାଜ୍ୟ
ଚିକିତ୍ସାରେ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅର୍ନ୍ତଗତ ଡିଆଁଡେଇଁ ଗ୍ରାମର ସୁନେଲୀ ନାୟକ ନାମ୍ନୀ ଜଣେ ମହିଳା ପ୍ରସବ ବେଦନା ଯୋଗୁଁ ଛତ୍ରପୁର ଉପକଣ୍ଠ…
Read More » -
ରାଜ୍ୟ
ଗୋଦେରଜ୍ ଲା’ଅୋଫୟାର ପକ୍ଷରୁ ଏଲ୍ଜିବିଟିକ୍ୟୁଆଇଏ+ଙ୍କୁ ସାମିଲ ପାଇଁ “ସଲେିବ୍ରଟିଂ ଆକ୍ସପଟାନ୍ସ” ଅଭିଯାନର ଶୁଭାରମ୍ଭ
ଭୁବେନଶ୍ୱର: ଗୋଦେରଜ୍ ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍ର ମିଡିଆ ଲାଇଫ୍ଷ୍ଟାଇଲ୍ ପ୍ଲାଟଫର୍ମ ଗୋଦେରଜ୍ ଲା’ଅୋଫୟାର ପକ୍ଷରୁ “ସଲେିବ୍ରଟିଂ ଆକ୍ସପ୍ଟାନ୍ସ” ଅଭିଯାନ ଆରମ୍ଭ କରାଯାଇଛି। ଏହି ସେିନମୋର ସମାନ ଲିଙ୍କର ଏକ…
Read More » -
IBN ଓଡ଼ିଶା ବ୍ୟୁରୋ
CISFରେ ମହିଳାଙ୍କ ପାଇଁ ଫିଟିଲା ବାଟ, ପ୍ରଥମ ମହିଳା ବାଟାଲିୟନ ସ୍ଥାପନକୁ କେନ୍ଦ୍ରର ମଞ୍ଜୁରି
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମହିଳା ସଶକ୍ତିକରଣ ଏବଂ ରାଷ୍ଟ୍ରୀୟ ସୁରକ୍ଷାରେ ସେମାନଙ୍କ ଭୂମିକା ବଢାଇବା ଉଦ୍ଦେଶ୍ୟରେ ଏକ ଐତିହାସିକ ନିଷ୍ପତ୍ତି ନେଇଛି । ସିଆଇଏସ୍ଏଫର ପ୍ରଥମ…
Read More » -
ଖେଳ
ଅଷ୍ଟ୍ରେଲିଆ ଗଣମାଧ୍ୟମରେ କୋହଲି ମ୍ୟାଜିକ, ଚିନ୍ତା ବଢ଼ାଇଛି ଅଷ୍ଟ୍ରେଲିଆ ଖେଳାଳୀଙ୍କର
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡ଼ର – ଗାଭାସ୍କର ଟ୍ରଫି ନଭେମ୍ୱର ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି, ବର୍ତମାନ ଏହି ଟ୍ରଫି ଆରମ୍ଭ ହେବାକୁ ଆହୁରି…
Read More » -
ରାଜ୍ୟ
ବାୟୁସେନା ଅଧିକାରୀଙ୍କ ଦ୍ୱାରା କ୍ୟାରିଅର କାଉଁସିଲିଂ
ରାଇରଙ୍ଗପୁର: ଜିଲ୍ଲା ଦକ୍ଷତା ବିକାଶ ତଥା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଆନୁକୂଲ୍ୟରେ ଭାରତୀୟ ବାୟୁ ସେନାପକ୍ଷରୁ ବାମନଘାଟି ଉପଖଣ୍ଡର ରାଇରଙ୍ଗପୁର ମହାବିଦ୍ୟାଳୟ,ବିଜାତଳାର କେସିଡିକେ ମହାବିଦ୍ୟାଳୟ ଓ ରାଇରଙ୍ଗପୁର…
Read More » -
ରାଜ୍ୟ
ପବିତ୍ର ତୁଳସୀ ଓ ଶାଳଗ୍ରାମ ଙ୍କ ବିବାହରେ ତୁଳସୀଙ୍କୁ ଏହିସବୁ ବସ୍ତୁ ଅର୍ପଣ କରିବା ସହିତ ପାଠ କରନ୍ତୁ ଏହି ଦିବ୍ୟ ମନ୍ତ୍ର, ଦୂର ହେବ ସମସ୍ତ କ୍ଳେଶ
ଶାଳଗ୍ରାମ ଙ୍କ ସହିତ ତୁଳସୀଙ୍କ ବିବାହ ଗୋଟିଏ ପବିତ୍ର ପରମ୍ପରା ଆଜି ମଧ୍ୟ ଆମ ହିନ୍ଦୁ ଧର୍ମରେ ରହିଛି, ଯାହାକୁ କାର୍ତିକମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ପାଳନ…
Read More » -
ରାଜ୍ୟ
ଲୋକସେବା ଭବନରେ ଅଟକିଛି କୁଳପତି ଚୟନ: ଭାରପ୍ରାପ୍ତ କୁଳପତି ତୁଲାଇବେ ଦାୟିତ୍ବ
ଭୁବନେଶ୍ବର: ରାଜ୍ୟର ତିନି ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଛି। ହାତରେ ଆଉ ମାତ୍ର ଦୁଇ ସପ୍ତାହ ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ନୂତନ କୁଳପତି…
Read More » -
IBN ଓଡ଼ିଶା ବ୍ୟୁରୋ
ଅଷ୍ଟ୍ରେଲିଆ ଖବରକାଗଜରେ ହିନ୍ଦୀ, ପଞ୍ଜାବୀ ଓ କୋହଲି
ପର୍ଥ: ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳା ଆରମ୍ଭ ହେବାକୁ ଆଉ ମାତ୍ର ୯ ଦିନ ରହିଥିବା ବେଳେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ବିରାଟ କୋହଲି ପର୍ଥରେ…
Read More » -
ରାଜ୍ୟ
୧୫ରୁ ରାଜ୍ୟରେ ବଢିବ ଶୀତ
ଭୁବନେଶ୍ୱର, ୧୩/୧୧ : ରାଜ୍ୟରେ ଧୀରେ ଧୀରେ ଆସୁଛି ଶୀତ । ୨ ଦିନ ପରେ ସର୍ବନିମ୍ନ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ ଯାଏ…
Read More » -
ରାଜ୍ୟ
ଗାଈ ଚରାଇବାକୁ ଯାଇଥିବା ବେଳେ ବୃଦ୍ଧଙ୍କୁ ଭାଲୁ ଆକ୍ରମଣ, ମେଡିକାଲରେ ଭର୍ତ୍ତି
ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର । ସୁନ୍ଦରଗଡ ଜିଲ୍ଲା ବରସୁଆଁ ରେଞ୍ଜ ତାଲଡିହି ଗାଁର ଜଣେ ବୃଦ୍ଧ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି । ଗାଁ…
Read More »