ରାଜନୀତି

ରାଜ୍ୟରେ ଆଉ ୨୫ଟି ନୂଆ ଜିଲ୍ଲା ପାଇଁ ଆସିଛି ଦାବି ପତ୍ର – Ibnodisha

[ad_1]

ଭୁବନେଶ୍ବର: ରାଜ୍ୟରେ ଆଉ ୨୫ଟି ନୂଆ ଜିଲ୍ଲା ପାଇଁ ଆସିଛି ଦାବି ପତ୍ର । ବିଧାନସଭାରେ ମୋହନ ମାଝୀଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀଙ୍କ ଉତ୍ତର । ସର୍ବାଧିକ ୪ଟି ନୂଆ ଜିଲ୍ଲା ଦାବି ଗଂଜାମ ଜିଲ୍ଲାରୁ ଆସିଛି ।

ଘୁମୁସର, ଋଷିକୂଲ୍ୟା, ବ୍ରହ୍ମପୁର, ଭଂଜନଗରକୁ ନୂଆ ଜିଲ୍ଲା କରିବା ନେଇ ଆସିଛି ଦାବି । ସେହିପରି ମୟୂରଭଂଜରୁ ୩, ସୁନ୍ଦରଗଡ଼, ବାଲେଶ୍ବର ଓ କଟକରୁ ୨ଟି ଲେଖାଏଁ ଆସିଛି ଦାବି ପତ୍ର । ମୟୂରଭଂଜରୁ ପଶ୍ଚିମ ମୟୂରଭଂଜ, ରାଇରଙ୍ଗପୁର, ଖିଚିଂକୁ ନେଇ ହୋଇଛି ନୂଆ ଜିଲ୍ଲା ଦାବି । ସୁନ୍ଦରଗଡ଼ରୁ ବଣାଇ, ରାଉରକେଲାକୁ ନୂଆ ଜିଲ୍ଲା ଦାବି ।

ବିଧାନସଭାରେ ଡାଲି ଫିଙ୍ଗିଲେ ବିଧାୟକ; ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ମୋହନ ଓ ମୁକେଶ ନିଲମ୍ବିତ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button