ରାଜନୀତି

ରାଜ୍ୟ ସରକାରଙ୍କୁ ଭାଷା ତୀର ମାଇଲେ ସିଦ୍ଧାନ୍ତ ମହାପାତ୍ର – Ibnodisha

[ad_1]

ଭୁବନେଶ୍ୱର : ଭୃଗୁ ବକ୍ସିିପାତ୍ରଙ୍କ ଇସ୍ତଫା ପ୍ରସଙ୍ଗରେ ବିଜେପି ନେତା ସିଦ୍ଧାନ୍ତଙ୍କ ମନ୍ତବ୍ୟ । ବିଶ୍ୱାସ ଘାତକତା କିଏ କରୁଛି ବୋଲି ପ୍ରଶ୍ନ କଲେ ସିଦ୍ଧାନ୍ତ ମହାପାତ୍ର । ମୁଁ ଦଳ ଛାଡିବା ବେଳେ ମୋତେ କହିଲେ ମୁଁ ବିଶ୍ୱାସ ଘାତକତା କରିଛି । ଏବେ ଏହି ଦଳ ବିଶ୍ୱାସ ଘାତକତା କରିଥିବା ଲୋକଙ୍କୁ ବିଜେଡି ଆପଣାଉଛି । ଗଂଜାମରେ ବି ସେ ନେତାଙ୍କ ଗ୍ରହଣୀୟତା ସମସ୍ତେ ଜାଣିଛନ୍ତି । ତାଙ୍କ ଇସ୍ତଫା ନେଇ କିଛି ପ୍ରଭାବ ପଡିବନି କହିଲେ ସିଦ୍ଧାନ୍ତ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button