IBN ଓଡ଼ିଶା ବ୍ୟୁରୋଦେଶ

ମନ୍ତ୍ରୀ ଅରବିନ୍ଦ ଭଦୌରିଆଙ୍କୁ କରୋନା

IBN ଓଡିଶା(ବ୍ୟୁରୋ)-: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଏହି ମଧ୍ୟରେ ଶିବରାଜ ସିଂହ ଚୌହ୍ଵାନଙ୍କ କ୍ୟାବିନେଟ ମନ୍ତ୍ରୀ ଅରବିନ୍ଦ ଭଦୌରିଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଭଦୌରିଆ ବୁଧବାର କ୍ୟାବିନେଟ ବୈଠକରେ ସାମିଲ ହୋଇଥିଲେ। ସେ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ସାମିଲ ହୋଇଥିଲେ। ତେବେ ମନ୍ତ୍ରୀଙ୍କୁ ଏବେ ଭୋପାଳର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଅରବିନ୍ଦ ଭଦୌରିଆଙ୍କ ଠାରେ କରୋନା ଜନିତ କୌଣସି ଲକ୍ଷଣ ନଥିଲା, କିନ୍ତୁ ତାଙ୍କର ରିପୋର୍ଟରେ ପଜିଟିଭ୍ ଆସିଛି। ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ କ୍ଵାରେଣ୍ଟାଇନରେ ରହିବା ପାଇଁ କୁହାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button