ରାଜ୍ୟ

ବେଆଇନ ମଦ ଭାଟିରେ ଚଢଉ: ୧୦୦ ବୋତଲ ବିଦେଶୀ ମଦ ଜବତ, ଜଣେ ଗିରଫ – Ibnodisha

[ad_1]

ଯାଜପୁର: ଯାଜପୁର ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି  ।  ଦଶରଥପୁର ଥାନା ପଲ୍ଲାସାହି ରେ ନକଲି ବିଦେଶୀ ମଦ ତିଆରି ବେଳେ ଚଢାଉ କରାଯାଇଛି  । ଫଳରେ ୧୦୦ ବୋତଲ ନକଲି ବିଦେଶୀ ମଦ ଜବତ କରାଯାଇଛି  । ଏବଂ ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି  । ଗିରଫ ଅଭିଯୁକ୍ତ ରମେଶ ଚନ୍ଦ୍ର ବେହେରାଙ୍କ ପୁଅ ଇନ୍ଦ୍ରଜିତ ବେହେରା ବୋଲି ଜଣାପଡିଛି  ।  ଇନ୍ଦ୍ରଜିତ ତାଙ୍କ ଘର ପଛ ବାଡିରେ ଖାଲି ବୋତଲ, ଠିପି ଓ ସିଲ ଆଣି ବିଭିନ୍ନ ପ୍ରକାରର ବିଦେଶୀ ମଦ ତିଆରି କରୁଥିଲେ  ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button