ଦେଶ

ବନ୍ଦ ହେବ ଗୁଗୁଲ୍‌ର ପୁରୁଣା ସେବା, ଜାଣନ୍ତୁ କ’ଣ ଏହି ସେବା? – Ibnodisha

[ad_1]

ନୂଆଦିଲ୍ଲୀ: ଜାନୁଆରୀ ୨୦୨୪ରୁ ବନ୍ଦ ହେବ ଗୁଗୁଲ୍‌ର ଏହି ପୁରୁଣା ସେବା । ୧୦ ବର୍ଷ ଧରି ଗୁଗୁଲ ଏହି ସେବକେୁ ଜାରି ରଖିଥିଲା । କିନ୍ତୁ ଧିରେ ଧିରେ ଗୁଗୁଲ ତାର ଏହି ସବୁ ଫିଚରଗୁଡିକୁ ହଟାଇବାକୁ ଲାଗିଛି । ଗୁଗୁଲ ନିଜର ସର୍ଭିସର ଆଉ ଏକ ଫିଚରକୁ ହଟାଇବାକୁ ପ୍ରସ୍ତୁତି ଚଳାଇଛି । କମ୍ପାନୀ ଘୋଷଣା କରିଛି ଯେ ଜାନୁଆରୀ ୨୦୨୪ରୁ ଜିମେଲର ବେସିକ ଏଚଟିଏମଏଲ ଭିଉ ବନ୍ଦ ହୋଇଯିବ ।  ଜିମେଲର ବେସିକ୍ ଏଚଟିଏମଏଲ ଭିୟୁ ୟୁଜରମାନଙ୍କୁ ସ୍ଲୋ ଇଣ୍ଟରନେଟ କନେକ୍ସନରେ ସେମାନଙ୍କର ଇମେଲ୍ ଦେଖିବାକୁ ଅନୁମତି ଦେଇଥାଏ। ଜିମେଲର ଏହି ଫିଚର ୧୦ ବର୍ଷରୁ ଅଧିକ ସମୟ ପୁରୁଣା ୟୁଜରମାନଙ୍କୁ ଏକ ଇ-ମେଲ ପଠାଇ ଗୁଗୁଲ ଲେଖିଛି, “ଡେସ୍କଟପ୍ ୱେବ୍ ଏବଂ ମୋବାଇଲ୍ ୱେବ୍ ପାଇଁ ଜିମେଲ୍ ବେସିକ୍ ଐଞଗଖ ଭିଉ ଜାନୁଆରୀ ୨୦୨୪ ପ୍ରାରମ୍ଭରୁ ଅଚଳ ହୋଇଯିବ। ଅନ୍ୟପକ୍ଷରେ ଏବେ ଯେତେବେଳେ କୌଣସି ୟୁଜର ଏଚଟିଏମଏଲ ଭିଉ ବ୍ୟବହାର କରୁବାକୁ ଉଦ୍ୟମ କରୁଛନ୍ତି, ସେମାନଙ୍କୁ ଏକ ମେସେଜ୍ ଦେଖାଯାଉଛି, ଯେ ଏହି ସଂସ୍କରଣ “ସ୍ଲୋ ସଂଯୋଗ ଏବଂ ପୁରୁଣା ବ୍ରାଉଜର୍” ପାଇଁ ଡିଜାଇନ୍ କରାଯାଇଛି ଏବଂ ଆପଣଙ୍କୁ ନିଶ୍ଚିତ କରିବାକୁ କୁହେ ଯେ ଆପଣ ଷ୍ଟାଣ୍ଡାର୍ଡ ଭର୍ସନ ବ୍ୟବହାର କରିବାକୁ ଚାହୁଁନାହାଁନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button