ଖେଳ
ମହିଳା ଜାଭଲିନ୍ରେ ସ୍ୱର୍ଣ୍ଣ – Ibnodisha

[ad_1]
ନୂଆଦିଲ୍ଲୀ: ଏସୀୟ କ୍ରୀଡା ମହିଳା ଜାଭଲିନ ଥ୍ରୋରେ ଭାରତକୁ ସ୍ୱର୍ଣ୍ଣ । ସ୍ବର୍ଣ୍ଣ ଜିତିଲେ ଗୋଲ୍ଡେନ ଗାଲଁ ଅନୁ ରାଣୀ । ୬୨.୯୨ ମିଟର ଦୂରତାକୁ ଜାଭଲିନ ଫିଙ୍ଗି ଜିତିଲେ ସ୍ୱର୍ଣ୍ଣ । ୯୨ କେଜି ପୁରୁଷ ବକ୍ସିଂରେ ନରେନ୍ଦର ଆଣିଲେ ବ୍ରୋଞ୍ଜ । ୧୫ ସ୍ୱର୍ଣ୍ଣ, ୨୬ ରୌପ୍ୟ, ୨୮ ବ୍ରୋଞ୍ଜ ସହ ୬୯ ପଦକ ହାସଲ କଲା ଭାରତ ।
[ad_2]



