ଖେଳ

ଇଣ୍ଡିଆନ୍ ଷ୍ଟ୍ରିଟ୍ ପ୍ରିମିୟର ଲିଗ୍ ଟି୧୦ : ଅକ୍ଷୟ କୁମାର ହେଲେ ଶ୍ରୀନଗର ଦଳର ମାଲିକ – Ibnodisha

[ad_1]

ନୂଆଦିଲ୍ଲୀ : ଅକ୍ଷୟ କୁମାରଙ୍କ ଖେଳ ପ୍ରତି ଭଲପାଇବା ସମସ୍ତଙ୍କୁ ଜଣା । ତେବେ ସବୁଠାରୁ ଇଣ୍ଟେରଷ୍ଟିଙ୍ଗ କଥା ଟି ହେଉଛି ଯେ, ସେ ବର୍ତ୍ତମାନ ଇଣ୍ଡିଆନ୍ ଷ୍ଟ୍ରିଟ୍ ପ୍ରିମିୟର ଲିଗ୍ରେ ଟିମ୍ ଶ୍ରୀନଗର (ଜାମ୍ମୁ କାଶ୍ମୀର) ର ମାଲିକ ହୋଇଛନ୍ତି । ତାଙ୍କ ପ୍ରଶଂସକ ଏବଂ ଅନୁଗାମୀମାନଙ୍କ ସହିତ ସେ ଏହି ଖବର ଟିକୁ ବାଣ୍ଟି ଅକ୍ଷୟ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, “ସିନେମାଠାରୁ ଷ୍ଟାଡିୟମ ପର୍ଯ୍ୟନ୍ତ! ମୁଁ ଘୋଷଣା କରି ଗର୍ବିତ ଯେ ମୁଁ ଶ୍ରୀନଗର (ଜାମ୍ମୁ କାଶ୍ମୀର) ର ଟିମ୍ ମାଲିକ ଭାବରେ ଇଣ୍ଡିଆନ୍ ଷ୍ଟ୍ରିଟ୍ ପ୍ରିମିୟର ଲିଗ୍ – ଟି୧୦ କୁ ଆସିବି, ତେବେ ”ଟେନିସ୍ ବଲ୍ ଟି୧୦ କ୍ରିକେଟ୍ ଇଭେଣ୍ଟ ମାର୍ଚ୍ଚ ୨ ରୁ ମାର୍ଚ୍ଚ ୯, ୨୦୨୪ ପର୍ଯ୍ୟନ୍ତ ହେବାକୁ ଯାଉଛି। ଅକ୍ଷୟ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଟୁର୍ନାମେଣ୍ଟ କ୍ରିକେଟ୍ ଦୁନିଆରେ ଖେଳ ପରିବର୍ତ୍ତନକାରୀ ହେବ ବୋଲି ପ୍ରତିଶୃତି ଦେଇଛି ଏବଂ ମୁଁ ଏହି ଅନନ୍ୟ କ୍ରୀଡା ପ୍ରୟାସର ଅଗ୍ରଭାଗରେ ରହିବାକୁ ଅପେକ୍ଷା କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button