ଖେଳ

ଆଇପିଏଲ ୨୦୨୪ ପାଇଁ ରିଷଭ ପନ୍ତଙ୍କୁ ଫିଟ ଘୋଷିତ କଲା ବିସିସିଆଇ – Ibnodisha

[ad_1]

ମୁମ୍ବାଇ: କାର୍‌ ଦୁର୍ଘଟଣା ପରେ ୨୦୨୨ ଡିସେମ୍ବର ମାସରୁ କ୍ରିକେଟରୁ ଦୂରେଇ ରହିଥିବା ଋଷଭ ପନ୍ତ ଖୁବଶୀଘ୍ର କମବ୍ୟାକ କରିବେ। ୨୦୨୪ ଆଇପିଏଲରେ ସେ ନଜର ଆସିବେ ବୋଲି ଚିତ୍ର ଏକପ୍ରକାରର ସ୍ପଷ୍ଟ ହୋଇଛି । ଆଇପିଏଲ ୨୦୨୪ ପାଇଁ ରିଷଭ ପନ୍ତଙ୍କୁ ବିସିସିଆଇ ଫିଟ ଘୋଷିତ କରିଛି । ଫଳରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି । ତେବେ ସେ ସମସ୍ତ ମ୍ୟାଚ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନି । ସୋମବାର ବିସିସିଆଇ ସେକ୍ରେଟାରୀ ଜୟ ଶାହ ମଧ୍ୟ ଏ ସମ୍ପର୍କରେ ସବୁଜ ସଙ୍କେତ ଦେଇଥିଲେ । ସେ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯଦି ଆଇପିଏଲରେ ଭଲ ଖେଳିବେ ତେବେ ଟି୨୦ ବିଶ୍ୱକପ ଟିମରେ ସାମିଲ ହେବେ କି ନାହିଁ ତାହା ସ୍ଥିର କରାଯିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button