ଦେଶ

ଚିନ୍ତା ବଢ଼ାଉଛି କରୋନାର ନୂଆ ଭାରିଆଣ୍ଟ – Ibnodisha

[ad_1]

ନୂଆଦିଲ୍ଲୀ:କରୋନା ଭାଇରସ୍‌ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଶେଷ ହୋଇ ନାହିଁ । ଏହା ଲଗାତାର ଭାବେ ଲୋକଙ୍କୁ ପ୍ରଭାବିତ କରୁଛି । ଗତ କିଛି ମାସ ମଧ୍ୟରେ କୋଭିଡ-୧୯ର ନୂଆ ମାମଲା କମ ଆସୁଥିଲା । କିନ୍ତୁ ବର୍ତ୍ତମାନ କରୋନାର ନୂଆ ଭାରିଆଣ୍ଟ ସାମ୍ନାକୁ ଆସିଛି, ଯାହା ଏକ୍ସପର୍ଟଙ୍କ ଚିନ୍ତା ବଢ଼ାଇ ଦେଇଛି । ନୂଆ ଭାରିଆଣ୍ଟ ସାମ୍ନାକୁ ଆସିବା ପରେ କୋଭିଡ-୧୯ ମାମଲାରେ ବୃଦ୍ଧି ଘଟିଛି । ଏହା ବ୍ରିଟେନର ଅଧିକାଂଶ ଅଞ୍ଚଳର ଲୋକଙ୍କୁ ପ୍ରଭାବିତ କରୁଛି ।

ତେବେ ଏହି ନୂଆ ଭାରିଆଣ୍ଟ ହେଉଛି ପିରୋଲା । ପୂର୍ବରୁ ସାମ୍ନାକୁ ଆସିଥିବା ସମସ୍ତ ଭାରିଆଣ୍ଟ ତୁଳନାରେ ଏହି ନୂଆ ଭାରିଆଣ୍ଟ ସବୁଠାରୁ ଅଧିକ ବିପଜ୍ଜନକ ବୋଲି କୁହାଯାଉଛି । ଏବଂ ଏହା ଲୋକଙ୍କୁ ଶୀଘ୍ର ସଂକ୍ରମିତ କରୁଛି । ବ୍ରିଟେନ ବ୍ୟତୀତ ଡେନମାର୍କ, ସାଉଥ ଆଫ୍ରିକା, ଇସ୍ରାଏଲ୍‌ ଏବଂ ସ୍ୱିଜରଲ୍ୟାଣ୍ଡ ଭଳି ଦେଶରେ ଏହି ପିରୋଲା ଭାରିଆଣ୍ଟ ମାମଲା ଦେଖିବାକୁ ମିଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button