ଦେଶ

ସରକାରୀ ବଙ୍ଗଳା ହରାଇବେ ରାଘବ ଚଢ୍‌ଢ଼ା – Ibnodisha

[ad_1]

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ରାଘବ ଚଢ୍‌ଢାଙ୍କ ଅଡ଼ୁଆ ବଢ଼ିଛି । ସରକାରୀ ବଙ୍ଗଳ ଉପରେ ଦାବିକୁ ନେଇ ତାଙ୍କୁ ଝଟ୍‌କା ଲାଗିଛି । ଦିଲ୍ଲୀର ଏକ କୋର୍ଟ ଶୁକ୍ରବାର କହିଛନ୍ତି, ନିଜ କାର୍ଯ୍ୟକାଳ ଅବସରରେ ସରକାରୀ ବଙ୍ଗଳରେ ରହିବାର ପୂର୍ଣ୍ଣ ଅଧିକାର ଅଛି ବୋଲି ଆପ୍ ସାଂସଦ ରାଘବ ଚଢ୍‌ଢୟା କହିପାରିବେ ନାହିଁ ।

ରାଘବଙ୍କୁ ଦିଲ୍ଲୀର ପଣ୍ଡାରା ରୋଡ୍‌ରେ ଆବଣ୍ଟିତ କରାଯାଇଥିବା ଟାଇପ୍‌-୭ ବଙ୍ଗଳାର ଆବଣ୍ଟନକୁ ରାଜସଭା ସଚିବଳାୟ ମାର୍ଚ୍ଚରେ ରଦ୍ଦ କରିଦେଇଥିଲା । ଏହାପରେ ରାଘବ ଚଢ୍‌ଢା ରାଜ୍ୟସଭା ସଚିବାଳୟ ବିରୋଧରେ ଦିଲ୍ଲୀର ପତିଆଲା ହାଉସ୍ କୋର୍ଟର ଦ୍ୱାରା ହେବା ସହିତ ଏପ୍ରିଲ୍‌ରେ ବେଦଖଲ ବିରୋଧରେ ଷ୍ଟେ ହାସଲ କରିଥିଲେ । ଏବେ ପତିଆଲା ହାଉସ୍ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ରାଘବ ସରକାରୀ ବଙ୍ଗଳ ଉପରେ ନିଜର ଦାବି ଉପସ୍ଥାପନ କରିପାରିବେ ନାହିଁ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button