ଅପରାଧ

ଦାଦାର ଜୀବନ ନେଲା ପୁତୁରା – Ibnodisha

[ad_1]

ଭୁୁବନେଶ୍ୱର: ପୁତୁରା ଭୁଲିଗଲା ସମ୍ପର୍କର ମାନ । କ୍ରୋଧରେ ରକ୍ତ ଚାଉଳ ଚୋବାଇଲା । ଆଉ ନିଜ ଦାଦାର ଜୀବନ ନେଲା । ଜମିବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡ । ପୁତୁରା ଆକ୍ରମଣରେ ଦାଦା ମୃତ । ପୁରୀ ସଦର କଣ୍ଠପୁରରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା। ପୁତୁରା ଆକ୍ରମଣରେ ଦାଦାଙ୍କ ମୃତ୍ୟୁ ଅଭିଯୋଗ । ମୃତକ ହେଉଛନ୍ତି ଵୀର ବରାଳ। ମାରଣାସ୍ତ୍ରରେ ଆକ୍ରମଣ ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଅଭିଯୁକ୍ତ ପୁତୁରା ପପୁ ବରାଳ ଅଟକ। ଜମିବାଡ଼ି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button