ଦେଶ
ଇସ୍ରାଏଲର ୩ ସହର ଉପରେ ରକେଟ୍ ମାଡ଼ – Ibnodisha

[ad_1]
ନୂଆଦିଲ୍ଲୀ: ଫିଲିସ୍ତିନୀ ସଂଗଠନ ହମାସ୍, ଇସ୍ରାଏଲର ୩ ସହର ଉପରେ ରକେଟ୍ ମାଡ଼ କରିଛି । ରିପୋର୍ଟ ଅନୁସାରେ, ଶନିବାର ସକାଳ ପ୍ରାୟ ୮ଟା ବେଳେ ଇସ୍ରାଏଲ୍ ତେଲ ଅଭିଭ୍, ସ୍ଡେରୋଟ୍, ଅଶ୍କଲେନ୍ ସହର ଉପରେ ରକେଟ୍ ମାଡ଼ କରାଯାଇଛି । ଜନବସତି ଅଞ୍ଚଳ ଉପରେ ରକେଟ୍ ଖସିଛି ।
ଏହି ଆକ୍ରମଣ ପାଇଁ ହମାସ୍ ନିଜକୁ ଦାୟୀ କରି ଇସ୍ରାଏଲ୍ ବିପକ୍ଷରେ ସୈନ୍ୟ ଅପରେସନ୍ ଆରମ୍ଭ ପାଇଁ ଘୋଷଣା କରିଛି । ଅନ୍ୟପଟେ ଇସ୍ରାଏଲ୍ ସେନା କହିଛି, ଆମେ ବି ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ । ଆର୍ମି ପକ୍ଷରୁ ସେନା ପାଇଁ ରେଡିନେସ୍ ଫର୍ ୱାର୍ ଆଲର୍ଟ ଜାରି କରିଛି ।
ଆଜି ସରୁଛି ଦ୍ୱିତୀୟ ଡେଡ୍ଲାଇନ, ଆଉ କେଉଁଠି ବି ଚଳିବନି ୨୦୦୦ ଟଙ୍କିଆ ନୋଟ୍
[ad_2]