ରାଜ୍ୟ

ପ୍ଲାଟିନମ୍ ଜୁବୁଲି ବାଲଗଣପତିଙ୍କ ବିସର୍ଜନ: ସର୍ବଭାରତୀୟ ଲୋକ ଓ ଆଧ୍ୟାତ୍ମିକ – Ibnodisha

[ad_1]

ଜୟପୁର: ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର ସମ୍ମୁଖରେ ପ୍ଲାଟିନମ୍ ଜୁବୁଲି ବାଲଗଣପତି ପୂଜା ଚାଳି ଆସିଥିବା ବେଳେ ଗତ କାଲି ବିସର୍ଜନ ମହା ଆଡମ୍ବର ସହକାରରେ କରାଯାଇଥିଲା। ପଡୋଶୀ  ମାଲାକାନଗିରୀ ଜିଲ୍ଲାର ଲୋକନୃତ୍ୟ ସହ କୋରାପୁଟ ଜିଲ୍ଲାର ବିଭିନ୍ନ ଲୋକନୃତ୍ୟ, ବାଜା ସହ ଲକ୍ଷ୍ନୋରୁ ଅଗୋରା, ହରିଆଣାରୁ ହନୁମାନ, କେରଳର ଲୋକବାଦ୍ୟ ଓ ନୃତ୍ୟ ଆଦି ସାମିଲ କରାଯାଇଥିଲା। ବେଲରୋଡ, ଭୁପତିସାହି, ଦାସରଥୀସାହି, ଜିଲ୍ଲା ଶିକ୍ଷାପ୍ରଶିକ୍ଷଣ ଅନୁଷ୍ଠାନ, ମିଲସାହି ପାର୍ଶ୍ବ ଗଳିର ଶହ ଶହ ଶ୍ରଦ୍ଧାଳୁ ବିଭିନ୍ନ ବର୍ଗର ମହିଳା, ପୁରୁଷ, ଯୁବକ, ଓ ଯୁବତୀ ଭକ୍ତ ମାନେ ବିସର୍ଜନ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏମଜିରୋଡ, ମୁଖ୍ୟରାସ୍ତାରେ ଅଧ୍ୟାତ୍ମିକ, ଲୋକନୃତ୍ୟ, ବେଶଭୁଷାରେ ରାସ୍ତା ଧୁଲୁକି ଉଠିଥିଲା।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button