ରାଜ୍ୟ

ଆଗାମୀ ସପ୍ତାହରେ ରାଜ୍ୟରେ ବଢିବ ଶୀତ – Ibnodisha

[ad_1]

ଭୁବନେଶ୍ୱର : ଆଗାମୀ ସପ୍ତାହରେ ରାଜ୍ୟରେ ବଢିବ ଶୀତ । ଆଗାମୀ ୩ରୁ ୪ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ପରବର୍ତ୍ତୀ ସମୟରେ ରାତି ତାପମାତ୍ରାରେ ୨ରୁ ୪ ଡିଗ୍ରୀ ସେଲସିୟସ ଯାଏ ହ୍ରାସ ଘଟିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପଶ୍ଚିମା ଝଡ଼ ଓ ପୂର୍ବାଳି ବାୟୁ ପ୍ରବାହ ପ୍ରଭାବରେ ୨୦ ଏବଂ ୨୧ ତାରିଖରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ବଡୁଛି ବିଜେପି ଚିଡୁଚି

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button