ରାଜନୀତି

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ବଡୁଛି ବିଜେପି ଚିଡୁଚି – Ibnodisha

[ad_1]

ଯାଜପୁର : ଯାଜପୁର ଜିଲ୍ଲା ରେ ବିଜେପି ସଂଗଠନ ଦିନ କୁ ଦିନ ଦୃର୍ବଳ ହୋଇପଡୁଛି l ବିଜେପି ଛାଡି ବିଜେଡ଼ି ରେ ସାମିଲ ହେଉଛନ୍ତି l ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି କାୟା ବିସ୍ତାର କରି ମହାଦ୍ରୁମ ରେ ପରିଣତ ହେବାକୁ ଯାଉଛି କଂଗ୍ରେସ ଦଳ ଦିନ ଦିନ ରସା ତଳ କୁ ଯାଉଛି l ଦୁଇ ଦଳ ବିଜେପି ଓ କଂଗ୍ରେସ କୁ ରୋକ ଦେବା ପାଇଁ ପର୍ବ ତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଙ୍କ ବିଚକ୍ଷଣ ବୃଦ୍ଧି ମତା ନବୀନ ସରକାର ଙ୍କ ବିକାଶ ଧାରା କୁ ପାଥେୟ କରି ସିନିଅର ଘଡେଇ ଙ୍କ ଗୋଟି ଚାଲାଣ ରେ ବିଜେପି ଦଳ ର ସଂଗଠନ ଭୁଶୁଡି ହେବା ରେ ଲାଗିଛି l ବିଜେଡ଼ି ଓ ବିଜେପି ଦଳ ର ମିଶ୍ରଣ ପର୍ବ ଚାଲିଛି. l ତେବେ ବିଜେଡ଼ି ଦଳ ରେ ବିଜେପି ଦଳ ର ଟାଣୁଆ ସଂଗଠନ ଓ କର୍ମୀ ମାନେ ବିଜେଡ଼ି ଦଳ ରେ ସାମିଲ କୁ ନେଇ ରୋଚକ ପରିସ୍ଥିତି ସୃଷ୍ଟି କରୁଛି ତାହାର ଦୃଷ୍ଟାନ୍ତ ଦେଖି ବାକୁ ମିଳୁଛି l ବିଜେପି ଯୁବ ସଂଗଠକଙ୍କ ଶଙ୍ଖନାଦରେ ସୁକିନ୍ଦା କମ୍ପବାନ ହେଉଛି l ବିକଶିତ ଓଡ଼ିଶାର ବିନ୍ଧାଣୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତି ନୁହଁନ୍ତି, ଏକ ବିଚାରଧାରା। କୁ ପାଥେୟ କରି ସାଧାରଣ ଜନ ସାଧାରଣ କୁ ଆକୃଷ୍ଟ କରୁ ଛନ୍ତି ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ l ସେ ମୁଖ୍ୟମନ୍ତ୍ରୀ ନବୀନ ଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ଦାନଗଦୀ ବ୍ଲକ ଧୁଳିଗଡ଼ ପଞ୍ଚାୟତର ବିଜେପି ଯୁବ ସଂଗଠକ ଶ୍ରୀକାନ୍ତ ଭଞ୍ଜ ଦଳ ଛାଡି ଆଜି ବିଜେଡ଼ି ରେ ଯୋଗ ଦେଇଛନ୍ତି। ଶ୍ରୀଯୁକ୍ତ ଘଡାଇ ତାଙ୍କୁ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି।ସୁନା ର ସୁକିନ୍ଦା ଗଢିବା ପାଇଁ ମନ୍ତ୍ରୀ ପ୍ରୟାସ ଜାରି ରଖିଛନ୍ତି l

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button