ରାଜ୍ୟ

ଯୁବକଙ୍କୁ ଟାଣି ନେଲା କୁମ୍ଭୀର ! – Ibnodisha

[ad_1]

ପଟ୍ଟାମୁଣ୍ଡାଇ: ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ । ଗାଧୋଇଲା ବେଳେ କୁମ୍ଭୀର ନଦୀକୁ ଟାଣି ନେଇଥିବା ସନ୍ଦେହ କରାଯାଉଛି । ନିଖୋଜ ଯୁବକ ଅଣ୍ଡରା ଗାଁର କିନ୍ତୁ କୂଳରେ ପଡିଛି ବାଇକ୍ ଓ ଚପଲ । ନିଖୋଜ ଯୁବକଙ୍କୁ ନଦୀରେ ଠାବ କରିବାକୁ ଚାଲିଛି ଖୋଜାଖୋଜି ।

ପ୍ରଥମେ ଝିଅକୁ ଫାଶିରେ ଝୁଲାଇଲେ; ପରେ ନିଜେ ଦଉଡି ଲଗାଇ ଝୁଲିପଡିଲେ ଦମ୍ପତ୍ତି

The post ଯୁବକଙ୍କୁ ଟାଣି ନେଲା କୁମ୍ଭୀର ! appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button