ରାଜ୍ୟ

ପୋଖରୀରୁ ଉଦ୍ଧାର ହେଲା ନାବାଳିକାର ମୃତ ଦେହ – Ibnodisha

[ad_1]

ଭଞ୍ଜନଗର : ପୋଖରୀରୁ ଜଣେ ନାବାଳିକାର ମୃତ ଦେହ ଉଦ୍ଧାର  କରାଯାଇଛି । ବେଲଗୁଣ୍ଠା ଥାନା ଦିଲିବା ଗାଁ ପୋଖରୀରୁ ମୃତ ଦେହ ଉଦ୍ଧାର କରାଯାଇଛି । କାଲି ଜେଜେଙ୍କ ଏକାଦଶାହ କର୍ମ ପରଠାରୁ ନିଖୋଜ ଥିଲେ ନାବାଳିକା । ପରେ ମୃତ ଦେହ ମିଳିବା ପରେ ନାବାଳିକାକୁ କେହି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

ବିଭିନ୍ନ ସ୍ଥାନରେ ଦେଖାଦେଇଛି  ଭାରତ ବନ୍ଦ ପ୍ରଭାବ  

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button