ରାଜ୍ୟ

ରତ୍ନଭଣ୍ଡାର ଖୋଲା ଯିବା ଦରକାର- ବିଜୟ – Ibnodisha

[ad_1]

ଭୁବନେଶ୍ୱର : ରତ୍ନ ଭଣ୍ଡାର ଖୋଲାଯିବାା ଦରକାର କହିଲେ ବିଜୟ ମହାପାତ୍ର । ରତ୍ନଭଣ୍ଡାର ଖୋଲିବା ନେଇ କମିଟି ଗଠନ ହେବା ଦରକାର । ଯେଉଁ ରତ୍ନ ସବୁ ଅଛି , ତାହା ଗଣିବା ସମୟ ସାପେକ୍ଷ । ଶେଷ ଥର ରତ୍ନଭଣ୍ଡାର ଗଣତି କରାଯିବା ପାଇଁ ୭୦ ଦିନ ଲାଗିଥିଲା । ରାଜ୍ୟସରକାର ସମୟ ନିର୍ଦ୍ଧାରଣ କରି କମିଟି ଗଠନ କରନ୍ତୁ । ଭକ୍ତଙ୍କୁ ଦର୍ଶନ ଭିତରେ ମଧ୍ୟ ରତ୍ନଭଣ୍ଡାର ଖୋଲାଯାଇ ଗଣତି ହୋଇପାରିବ । ସେ ସମ୍ପର୍କରେ ସ୍ପଷ୍ଟ ନିଷ୍ପତ୍ତି ରାଜ୍ୟ ସରକାର ନେବା ଦରକର ବୋଲି କହିଛନ୍ତି ବିଜୟ ।

ଆଗାମୀ ସପ୍ତାହରେ ରାଜ୍ୟରେ ବଢିବ ଶୀତ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button