ଦେଶ

ରାମ ମନ୍ଦିର ଭିତରେ ଯିଏ ପ୍ରବେଶ କରିବ ସିଏ ମୁସଲମାନ ହୋଇ ବାହାରିବ: ଜାଭେଦ ମିଆଁଦାଦ – Ibnodisha

[ad_1]

ମିଆଁଦାଦ ଭାରତ ବିରୋଧୀ ବୋଲି ବେଶ୍ ଜଣାଶୁଣା । ସମୟ ସମୟରେ ସେ ଭାରତ ଏବଂ ହିନ୍ଦୁମାନଙ୍କ ବିରୁଦ୍ଧରେ ଇଆଡୁ ସିଆଡୁ ବିବୃତ୍ତି ଦେଇ ଚର୍ଚ୍ଚାରେ ରହିଥାନ୍ତି । ପାକିସ୍ତାନୀ ଦଳ ବିଶ୍ୱକପରୁ ବାହାର ହେଇଯିବା ପରେ ସୋସିଆଲ ମିଡିଆରେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ମିଆଁଦାଦ  ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ସମ୍ପର୍କରେ ଏକ ବିବାଦୀୟ ବିବୃତ୍ତି ଦେଇ କହିଛନ୍ତି ଯେ ଯିଏ ଅଯୋଧ୍ୟାର ରାମମନ୍ଦିର ଭିତରକୁ ପ୍ରବେଶ କରିବ ସିଏ ମୁସଲମାନ ହେଇ ବାହାରିବ ।

ମିଆଁଦାଦ ହେଉଛି ଭାରତର ସବୁଠାରୁ ମୋଷ୍ଟ ୱାଣ୍ଟେଡ ଅଣ୍ଡରୱାର୍ଲ୍ଡ ଡନ୍ ଡାଉଡ୍ ଇବ୍ରାହିମର ଘନିଷ୍ଠ ବନ୍ଧୁ ଓ ସମୁଧି ।  ଦାଉଦ ଇବ୍ରାହିମଙ୍କ ବଡ ଝିଅ ମହରୁଖ ଇବ୍ରାହିମ ୨୦୦୬ ରେ ମିଆଁଦାଦର ପୁଅ ଜୁନାୟଦ ଜୁନୈଦକୁ ବିବାହ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button