ରାଜ୍ୟ
ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏୟାରଲିଫ୍ଟ – Ibnodisha

[ad_1]
ଭୁବନେଶ୍ୱର : ଏୟାରଲିଫ୍ଟ ହେବେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରକୁ ଅଣାଯିବ । ସମ୍ବଲପୁର ଘରୋଇ ହସ୍ପିଟାଲରୁ ଏୟାଷ୍ଟ୍ରିପ ନିଆଯାଉଛି । ସମ୍ବଲପୁର ଜମାଦାରପାଲି ଏୟାଷ୍ଟ୍ରିପ୍କୁ ନିଆଯାଉଛି ।
ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର
The post ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏୟାରଲିଫ୍ଟ appeared first on ONA KHABAR.
[ad_2]