ରାଜନୀତି

ବିଜେପିରେ ମିଶିଲେ ତ୍ରିନାଥ ଗମାଙ୍ଗ – Ibnodisha

[ad_1]

ଗୁଣପୁର :  ବିଜେଡି ଛାଡି ବିଜେପିରେ ମିଶିଲେ ତ୍ରିନାଥ ଗମାଙ୍ଗ । ବିଜେପିରେ ମିଶିଲେ ବିଜେଡ଼ି ନେତା ତଥା ପୂର୍ବତନ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସମର୍ଥକ ମାନଙ୍କ ସହ ବିଜେପି ଶିବିରରେ ସାମିଲ ହୋଇଛନ୍ତି ।  ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପିରେ ଯୋଗ ଦେଇଛନ୍ତି ।

 

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button