ରାଜ୍ୟ

ମର୍ମନ୍ତୁଦ ଦୁର୍ଘଟଣା ; ୩ କାଉଡ଼ିଆଙ୍କ ମୃତ୍ୟୁ – Ibnodisha

[ad_1]

କେନ୍ଦୁଝର: ଖିରେଇଟାଙ୍ଗିରି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ସୋମବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି । ଅଟୋ ଉପରେ ଚଢିଯାଇଛି ଟ୍ରେଲର । ଫଳରେ ଘଟଣାସ୍ଥଳରେ ୩କାଉଡ଼ିଆଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇପଡ଼ିଛନ୍ତି ।

ସୂଚନା ଅନୁଯାୟୀ, ସୋମବାର ଥିବାରୁ କାଉଡ଼ିଆମାନେ ପାଣି ଢାଳିବାକୁ ଯାଇଥିଲେ । ମନ୍ଦିରରେ ପାଣି ଢାଳି ଅଟୋରେ ଘରକୁ ଫେରୁଥିଲେ । ଏହି ସମୟରେ ଅଟୋ ଉପରେ ଟ୍ରେଲରଟି ଚଢିଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ସେମାନଙ୍କୁ ଉଦ୍ଧାର କରିବା ସହ ପୁଲିସକୁ ଖବର ଦେଇଛନ୍ତି ।

୮୩୭କୋଟି ଟଙ୍କାର ୯ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button