ରାଜ୍ୟ
୮୨.୪ କେଜି ଗଂଜେଇ ଜବତ – Ibnodisha

[ad_1]
ଭୁବନେଶ୍ୱର: ଗଞ୍ଜେଇ ଚାଲାଣ ବେଳେ ଜବତ ହୋଇଛି ୮୨ କେଜି ୪୦୦ ଗ୍ରାମ ଗଞ୍ଜେଇ ଜ୍ଝ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଦ୍ମପୁର ରାସ୍ତାରେ ପୋଲିସର ଚେକିଂ ସମୟରେ ଏକ ଡାଲା ଅଟୋକୁ ଯାଞ୍ଚ କରାଯାଇଥିବା ବେଳେ ଏହି ଗଂଜେଇ ଜବତ ହୋଇଛି ଜ୍ଝ ଏକ ଡାଲା ଅଟୋରେ ଗଞ୍ଜେଇ ଚାଲାଣ ନେଇ ପୋଲିସ ପୂର୍ବରୁ ସୂଚନା ପାଇଥିଲା
ଫଳରେ ସୂଚନା ଆଧାରରେ ପୂର୍ବରୁ ଜଗି ବସିଥିଲା ପୋଲିସ ଜ୍ଝ ପୋଲିସ ଅଟୋ ସହ ଗଂଜେଇ ଜବତ କରି କେ, ନୂଆଗାଁ ଥାନା ସହଦେଵ ଟିକରପଡାର ସନ୍ତୋଷ କୁମାର ଗୌଡ଼କୁ ଗିରଫ କରିଛି ଜ୍ଝ ପରେ ତାକୁ କୋର୍ଟ ଚାଲାଣ କରିଛି ପୋଲିସ କ୍ଷ ଜବତ ଗଞ୍ଜେଇ ତହସିଲଦାରଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା ଜ୍ଝ
[ad_2]