ଦେଶ
ଆପ୍ ବିଧାୟକ ଅମାନାତୁଲ୍ଲାଙ୍କ ଘରେ ଇଡି ଚଢଉ – Ibnodisha

[ad_1]
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମଙ୍ଗଳବାର ଆପ୍ ବିଧାୟକ ଅମାନାତୁଲ୍ଲା ଖାନ୍ଙ୍କ ଦିଲ୍ଲୀସ୍ଥିତ ବାସଭବନ ଉପରେ ଚଢଉ କରାଯାଇଛି । ୪୯ ବର୍ଷୀୟ ଅମାନାତୁଲ୍ଲା ବର୍ତ୍ତମାନ ଓଖଲା ଆସନରୁ ଦିଲ୍ଲୀ ବିଧାନସଭାକୁ ପ୍ରତିନିଧିତ୍ୱ କରୁଛନ୍ତି । ଦିଲ୍ଲୀ ୱାକଫ୍ ବୋର୍ଡରେ ବେଆଇନ ନିଯୁକ୍ତି ମାମଲାରେ ଏଭଳି ଚଢଉ କରାଯାଇଥିବା ପ୍ରକାଶ । ସୂଚନାଯୋଗ୍ୟ ପୂର୍ବରୁ ଏହି ମାମଲାରେ ଦିଲ୍ଲୀ ପୁଲିସର ଦୁର୍ନୀତି ନିବାରଣ ବିଭାଗ ଏବଂ ସିବିଆଇ ପକ୍ଷରୁ ଅମାନାତୁଲ୍ଲାଙ୍କ ବିରୋଧରେ ଏତଲା ଦାଏର କରାଯାଇସାରିଛି ।
ପଞ୍ଜାବ: ଫ୍ରିଜ୍ କମ୍ପ୍ରେସର ଫାଟି ୫ ମୃତ
[ad_2]