ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା…. – Ibnodisha
[ad_1]
ମେଷ: ଆଜି ଦିନଟି ଉପବାସ କରି ସମୟ କଟାଇବେ। ଅନୁଭତି ଓ ଦକ୍ଷତା ବଢ଼ିବ। ମାନସିକ ଶାନ୍ତି ପାଇବେ। ପାରିବାରିକ କ୍ଷେତ୍ରରେ କଷ୍ଟ ଦେଖାଯିବ।
ବୃଷ: ଆଜି ଦେବ ଦର୍ଶନ କରିବେ। ପରୋପକାର କରିବେ। ପରିଶ୍ରମର ମୂଲ୍ୟ ବହୁ ପରିମାଣରେ ପାଇପାରିବେ। କାର୍ଯ୍ୟ ସଫଳ ହେବ। ଧର୍ମ ବିଶ୍ବାସ ବଢ଼ିବ।
ମିଥୁନ: ମନର କଳ୍ପନା ସଫଳ ହେବ। ଶାରୀରିକ ବ୍ୟଥା ଭୋଗିବେ। ନୂତନ ବସ୍ତ୍ରଲାଭ କରିପାରନ୍ତି। କାର୍ଯ୍ୟରେ ଉନ୍ନତି ଘଟିବ। ଶତୃମାନଙ୍କ ଦ୍ବାରା ଆକ୍ରମଣ ହେବେ।
କର୍କଟ: ରୋଜଗାରରେ ଉନ୍ନତି ଘଟିବ। ଦେବଦର୍ଶନରେ ଶାନ୍ତି ପାଇବେ। ଶାରୀରିକ ଅସୁସ୍ଥତା ଭୋଗିବେ। ଯାତ୍ରା ଅନୁକୂଳ ରହିବ। ଆକସ୍ମିକ ବିପଦରେ ପଡ଼ିପାରନ୍ତି।
ସିଂହ: ଆୟ ବୃଦ୍ଧି ଘଟିବ। ବନ୍ଧୁବର୍ଗରେ ମତାନ୍ତର ଘଟିବ। ଆଇନଗତ ସମସ୍ୟାରେ ଆନନ୍ଦିତ ହେବେ। ଶାରୀରିକ ଅସୁସ୍ଥତା ଭୋଗିବେ। ବ୍ୟବସାୟରେ ଲାଭଘଟିବ।
କନ୍ୟା: ଆଜି ବିପଦରୁ ଦୂରେଇ ଯିବେ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ପଥଭ୍ରଷ୍ଟ ହୋଇପାରନ୍ତି। ଖାଦ୍ୟ ପେୟରେ ତୃପ୍ତି ଲାଭ ହେବ। ଶିକ୍ଷାକ୍ଷେତ୍ରରେ ସଫଳତା ପାଇବେ।
ତୁଳା : ଆଜି ନୂତନ କର୍ମେଯାଗ ପାଇପାରନ୍ତି। ବହୁଦିନର ବିବାଦର ସମାଧାନ ହେବ। ମାନସିକ ଶାନ୍ତି ଦୂରେଇଯିବ। ଲୋଭହେତୁ ଅସୁବିଧାରେ ପଡ଼ିପାରନ୍ତି। ଆୟକ୍ରମେ ବଢ଼ିବ।
ବିଛା: ନୂତନ ଆୟ ପନ୍ଥା ଖୋଲିବ। ବନ୍ଧୁମେଳରେ ଆନନ୍ଦ ପାଇବେ। ହଠାତ ଲାଭବାନ ହେବେ। ଧନାଦିରେ ବୃଦ୍ଧି ଘଟିପାରେ। େଯାଜନାଦିରେ ଆନନ୍ଦ ମିଳିବ।
ଧନୁ: ଆଜି ଶନିଙ୍କ ପ୍ରଭାବରୁ ବ୍ୟାକୁଳତା ବଢ଼ିପାରେ। ପରିସ୍ଥିତି ଅନୁକୂଳ ହେବ। ଦୂରଯାତ୍ରାରେ ଲାଭବାନ ହେବେ। ବନ୍ଧୁତା ସୃଷ୍ଟି ହେବ। ଅର୍ଥ ମିଳିପାରେ।
ମକର: ଆଜି କୌଣସି କାର୍ଯ୍ୟରେ ଗଣ୍ଡଗୋଳ ହୋଇପାରେ। ବିଚାର ବିଭ୍ରାଟ ଘଟିପାରେ। ନୂତନ ଆୟ ପନ୍ଥା ଖୋଲିବ। ପରିବେଶ ସୁରକ୍ଷା ରହିବ। ଉଦବେଗ ଦୂରେଇଯିବ।
କୁମ୍ଭ: ସକାଳୁ ସକାଳୁ ସୁସମ୍ବାଦ ପାଇପାରନ୍ତି। ଦକ୍ଷତାର ଉପେଯାଗ କରିବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇପାରନ୍ତି। ସୟ ଉପେଯାଗ କରିବେ।
ମୀନ: ଆର୍ଥôକ ସମସ୍ୟା ଉକ୍ରଟ ହେବ। କାର୍ଯ୍ୟ ସିଦ୍ଧି ପାଇଁ ଲାଗି ପଡ଼ିବେ। ମାନସିକ ବ୍ୟସ୍ତତା ମିଳିବ। ନିଜର ପରିବେଶରେ ପରିବର୍ନ ଘଟିବ। ନିଜର ଦାବି ଦେଖାଇ ପାରନ୍ତି। ନିତ୍ୟକର୍ମରେ ବ୍ୟାଘାତ ଘଟିବ।
The post ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା…. appeared first on ONA KHABAR.
[ad_2]