ରାଜ୍ୟ

ସାବଧାନ! ପାର୍ବଣରେ କମିଶନରେଟ ପୋଲିସ କରୁଛି ଜୋରଦାର ଚେକିଂ – Ibnodisha

[ad_1]

ଭୁୁବନେଶ୍ୱର: ଆକ୍ସନ ମୋଡରେ କମିଶନରେଟ ପୋଲିସ । ପାର୍ବଣରେ ପୋଲିସର ଜୋରଦାର ଚେକିଂ। ରାଜଧାନୀର ବିଭିନ୍ନ ବାର, ନାଇଟ କ୍ଲବ ଓ ଡ୍ୟାନସ ବାରରେ କମିଶନରେଟ୍ ପୋଲିସ ବିଳମ୍ବିତ ରାତି ଯାଏଁ ଚେକିଂ କରିଥିଲା। କଟକ ରୋଡ଼, ମଞ୍ଚେଶ୍ବର, ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଅଞ୍ଚଳରେ ଥିବା ନାଇଟ କ୍ଲବ ଓ ବାରରେ ଚେକିଂ କରାଯାଇଥିଲା। ବିନା ଅନୁମତିରେ ଚାଲୁଥିବା ବାର ଓ ନାଇଟ କ୍ଲବ ଉପରେ କାର୍ୟ୍ୟାନୁଷ୍ଠାନ ହେବ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button