ରାଜ୍ୟ

ପ୍ରତାପ ଜେନାଙ୍କୁ ସମନ – Ibnodisha

[ad_1]

ବ୍ୟୁରୋ : ମହାଙ୍ଗା ଡବଲ୍ ମର୍ଡର ; ବିଧାୟକ ପ୍ରତାପ ଜେନାଙ୍କୁ ସମନ ହସ୍ତାନ୍ତର । ଭୁବନେଶ୍ୱର ବାସଭବନରେ ହସ୍ତାନ୍ତର କଲେ ସ୍ପେଶାଲ ମେସେଞ୍ଜର । ଅକ୍ଟୋବର ୩୧ରେ ପ୍ରତାପ ଜେନାଙ୍କୁ ହାଜର ହେବାକୁ ସମନରେ ନିର୍ଦେଶ । ସାଲେପୁର ଜେଏମ୍ଏଫସି କୋର୍ଟ ସ୍ପେଶାଲ ମେସେଞ୍ଜର ମାଧ୍ୟମରେ ସମନ କଲେ ।

ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ମ୍ୟାଚରେ ୧ ଲକ୍ଷ ଦର୍ଶକ ଗାୟିଲେ ଜାତୀୟ ଗାନ, ବାବରଙ୍କୁ କଲେ ପରିହାସ

The post ପ୍ରତାପ ଜେନାଙ୍କୁ ସମନ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button