ଅପରାଧ
କ୍ୟାପିଟାଲ ହସ୍ପିଟାଲରୁ ଚୋରି – Ibnodisha

[ad_1]
ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ଚୋରି ଅଭିଯୋଗ । କ୍ୟାପିଟାଲ ହସ୍ପିଟାଲର ଲାବୋରେଟୋରୀରୁ ଚୋରି ଅଭିଯୋଗ ହୋଇଛି । ପ୍ରାୟ ୬୦ ଲକ୍ଷ ଟଙ୍କାର ଜିନିଷ ପତ୍ର ଚୋରି ହୋଇଛି । ଚୋରି ବେଳର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହି ଚୋରିରେ ସିକୁ୍ୟରିଟିଗାର୍ଡ ଏବଂ ସଫେଇ କର୍ମଚାରୀ ସାମିଲ ଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଚିହ୍ନଟ ହୋଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଆସିଲେନି ବର୍ଷା, ଘୁଞ୍ଚିଲା ଶୁଣାଣିର ତାରିଖ
[ad_2]




