ରାଜ୍ୟ
ପାଣି ଡେ଼କଚିରେ ପଡି ଶିଶୁ ମୃତ – Ibnodisha

[ad_1]
ରେଢାଖୋଲ : ପାଣି ଡେ଼କଚିରେ ପଡି ୨ ବର୍ଷର ଶିଶୁକନ୍ୟା ମୃତ । ରେଢାଖୋଲ ଏନ୍ଏସି ଦେହୁରୀ ସାହିରେ ଅଭାବନୀୟ ଘଟଣା । ଅସାବଧାନତାରୁ ଶିଶୁକନ୍ୟା ପାଣି ଡେକ୍ଚିରେ ପଡିଯାଇଥିଲା । ଉଦ୍ଧାର କରି ହସ୍ପିଟାଲ ନେବା ପରେ ମୃତ ଘୋଷଣା କଲେ ଡାକ୍ତର ।
ଟୋଲ ଫି ଆଦାୟକୁ ନେଇ ଫାଙ୍କା ଗୁଳିଚାଳନା କଲେ ୫ ଡକାୟତ
[ad_2]