ରାଜ୍ୟ

ବସ୍ ଧର୍ମଘଟ: ଆଲୋଚନା ନିଷ୍କର୍ଷ ଶୂନ୍ୟ – Ibnodisha

[ad_1]

ଭୁବନେଶ୍ୱର: ବସ୍ ଧର୍ମଘଟ ନେଇ ମାଲିକ ସଂଘ-ସିଏମଓଙ୍କ ଆଲୋଚାନା ଜାରି । ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରିନଥିବା ସୂଚନା ରହିଛି । ଆଲୋଚନା ସଫଳ ନୁହେଁ କି ବିଫଳ ନୁହେଁ କହିଲା ମାଲିକ ସଂଘ । ଆମେ ପ୍ରସ୍ତାବ ଦେଇଛୁ, ସେମାନେ ନିଷ୍ପତ୍ତି ଜଣାଇବେ । ମାଲିକ ସଂଘର ଅପରାହ୍ନ ବୈଠକରେ ପରବର୍ତ୍ତୀ ନିଷ୍ପତ୍ତି କରିବାକୁ ଜାରି କରାଯାଇଛି ।

ପୃଥିବୀ ଆଡକୁ ମାଡି ଆସୁଛି ବିଶାଳ ଧୂମକେତୁ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button