ଅପରାଧ
ନାବାଳିକା ଅସଦାଚରଣ ମାମଲାରେ ଦୁଇ ଅଭିଯୁକ୍ତ ଦଣ୍ଡିତ – Ibnodisha

[ad_1]
କେନ୍ଦୁଝର: ନାବାଳିକା ଅସଦାଚରଣ ମାମଲାର ବିଚାର କରି ସ୍ୱତନ୍ତ୍ର କୋର୍ଟ (ପୋକ୍ସୋ) ବିଚାରପତି ବିଜୟ କୁମାର ମିଶ୍ର ଦୁଇ ଅଭିଯୁକ୍ତଙ୍କୁ ତିନିବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ସେମାନେ ହେଲେ ବୁଲୁ ପାତ୍ର ଓ ରୁଦ୍ର ଦେହୁରୀ। ଉଭୟଙ୍କ ଘର କରଞ୍ଜିଆ ଥାନା ଅଞ୍ଚଳରେ। ଧାରା ୩୫୪/୩୪, ୮ ପୋକ୍ସୋ ଆକ୍ଟରେ ଦୋଷୀଙ୍କୁ ଦଣ୍ଡିତ କରାଯାଇଛି। ଏଥିସହ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦାୟ ଅଧିକ ଦୁଇମାସ ଜେଲ୍।
[ad_2]