ଅପରାଧ

ଆଦିତ୍ୟ ଙ୍କ ମୂର୍ତୁ ପଛରେ ରହିଛି କି ବଡ ବଡ ଲୋକ ଙ୍କ ହାତ ?

IBN ଓଡିଶା(ବ୍ୟୁରୋ):ଭୁବନେଶ୍ୱର:-ଆଦିତ୍ୟ ଙ୍କ ମୃତ୍ୟୁ, ଜାଣି ଶୁଣି ଘଟଣା ଟିକୁ ଥମେଇ ଦିଆ ଯାଉଛି! ରହିଛି ବଡ଼ ଲୋକ ଙ୍କ ହାତ! ପୋଲିସ କରୁଛି ତଦନ୍ତ..ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ଆଉ ରହସ୍ୟ ହୋଇ ରହିଯିବ ନାହିଁ ତ? ଏଭଳି କିଛି ଆଶଙ୍କା କରିଛନ୍ତି ଆଦିତ୍ୟଙ୍କ ଫ୍ୟାନ। ଆଶ୍ରମ ର ଲୋକ ମଧ୍ୟ ଆଦିତ୍ୟ ଙ୍କ ମାମଲାରେ ଅସନ୍ତୋଷ ଅଛନ୍ତି।ପୋଲିସ କହୁଛି ତଦନ୍ତ ଜାରି ରହିଛି। କିନ୍ତୁ ସେପଟେ ବାରମ୍ବାର ନିଜ ଷ୍ଟେଟମେଣ୍ଟ ବଦଳୁଛନ୍ତି ବିଦ୍ୟାଶ୍ରୀ। ଏହା ସହିତ କଥା କହିଲା ବେଳେ ଆଦିତ୍ୟ ଙ୍କ ମାଆ ବେହୋସ ହେଇଯାଉଛନ୍ତି କିନ୍ତୁ ଏପଟେ ବିଦ୍ୟାଶ୍ରୀ ଖାଲି ନିଜ କଥା ବଦଳୁଛନ୍ତି। ଯାହା କି ଆଶ୍ଚର୍ଯ୍ୟ ଲାଗୁଚି। ତାଙ୍କ ଆଖିରୁ ଲୁହ ଟୋପେ ମଧ୍ୟ ବହାରୁନାହିଁ! ମନ ଦୁଃଖ ଜମା ନାହିଁ।ଆଦିତ୍ୟ ଙ୍କ ଡାଇରୀ ମିଳିବା ଦିନ ବିଦ୍ୟଶ୍ରୀ ଟିକେ ଉତ୍ସାହିତ ଦେଖାଯାଉଥିଲେ। ମିଡ଼ିଆ ଆଗରେ ବାରମ୍ବାର ନିଜ କଥା ଚେଞ୍ଜ କରୁଛନ୍ତି ଆଦିତ୍ୟ ଙ୍କ ସ୍ତ୍ରୀ। ପ୍ରଥମେ କହିଲେ ଆମ ମଧ୍ୟରେ ଝଗଡ଼ା ହୋଇନି। ଏବେ କହୁଛନ୍ତି ଝଗଡ଼ା ହୋଇଥିଲା। ପୂର୍ବରୁ କହିଲେ ମୁଁ ଘରେ ଥିଲି, ଏବେ କହୁଛନ୍ତି ଝଗଡ଼ା ପରେ ଆଦିତ୍ୟ ମତେ ଘରୁ ବାହାର କରିଦେଇଥିଲେ। ପ୍ରଥମେ କହିଲେ ମୁଁ ଡ଼ାଇରକ୍ଟ ରେଳ ଷ୍ଟେସନ ଯାଇଥିଲି। ଏବେ କହୁଛନ୍ତି ମୁଁ ମାଷ୍ଟର କ୍ୟାଣ୍ଟିଂ ଛକ ରେ ଜଗିଥିଲି,ବହୁତ ଜାଗା ଖୋଜିଲି? କଥା କଣ କିଛି ବୁଝି ହଉନାହିଁ।ବନ୍ଧୁ ଜଣେ ସମାଜସେବୀ ପ୍ରଶ୍ନ ଉଠାଇଛନ୍ତି ଏ ଆଦିତ୍ୟଙ୍କ ମୃତ୍ୟୁ ବିଷୟରେ ତାଙ୍କ କହିବା ଅନୁସାରେ ତାଙ୍କ ସ୍ତ୍ରୀ କେତେବେଳେ ବାହାରକୁ ଗଲେ ସଠିକ ସମୟ ଜାଣାଇ ନାହାଁନ୍ତି କାହିଁକି ଏଇ କଥା ପପୁ ଏବଂ ଦିବ୍ୟାଶ୍ରୀ ମୁହାଁମୁହିଁ ହେଲାବେଳେ ପପୁ ପଚାରିଥିଲେ କିନ୍ତୁ ଦିବ୍ୟାଶ୍ରୀ କହିଲେ ମୁଁ ସଠିକ ସମୟ କହି ପାରିବି ନାହିଁ କିନ୍ତୁ ସୂର୍ଯ୍ୟାଅସ୍ତ ହୋଇଥିଲାସେ ପୁନର୍ବାର ପ୍ରଶ୍ନ ଉଠାଇଥିଲେ ସେ ବାହାରକୁ ଗାଡ଼ି ନେଇ ବାହାରିଗଲେ ଏଥିରେ ଦିବ୍ୟାଶ୍ରୀ ସମିଲ ନାହାନ୍ତି ତ ? କାରଣ ଯେବେ ଏତେ ଲୋକ ଖୋଜୁଥିଲେ ଦିବ୍ୟାଶ୍ରୀ ଗାଡ଼ିରେ ଅପହରଣ କରି ନାହାନ୍ତି ତ ? ଏସବୁ ପ୍ରଶ୍ନ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ।ଆଜି ସାରା ଓଡ଼ିଶା ଜାଣିବାପାଇଁ ଇଚ୍ଛୁକ ଆଦିତ୍ୟଙ୍କ ମୃତ୍ୟୁ କେମିତି ହୋଇଥିଲା ? ଦିବ୍ୟାଶ୍ରୀ ଗଣ ମାଧ୍ୟମରେ ପ୍ରତି ବାଇଟରେ ନିଜର ମନ୍ତବ୍ୟ ବଦଳାଇ ଚାଲିଛନ୍ତି।ଆଦିତ୍ୟ ବାବୁଙ୍କୁ ଲୋକମାନେ ଏତେ ପସନ୍ଦ କରୁଥିଲେ ଯେ ସୋସିଆଲ ମିଡିଆରେ ତାଙ୍କର ୮୦ ହଜାର ଫୋଲର ହୋଇଥିଲେ ଏଥି ସହିତ ପ୍ରଂଶସକଙ୍କ ସଂଖ୍ୟା ଆହୁରି ଅଧିକ କିନ୍ତୁ ଅଚାନକ ମୃତ୍ୟୁ ଖବର ପାଇଁ ସାରା ଓଡିଶା ବାସିଙ୍କ ମନରେ ଅନେକ ଅନେକ ପ୍ରଶ୍ନ ଉଠୁଛି ନିଜ ନିଜର ମନ୍ତବ୍ୟ ରଖିଛନ୍ତି ସମସ୍ତେ ସୋସିଆଲ ମିଡ଼ିଆରେ ସେଥିରୁ ଅନେକ ଲୋକ ଦିବ୍ୟାଶ୍ରୀ ଙ୍କୁ ଦାଇ କରୁଥିବା କିଛି ଲୋକ କହୁଛନ୍ତି କଡ଼ା ତଦନ୍ତ କରାଯାଉ ବୋଲି।ଏଇ କଥା ନଜରେ ରଖି ଦିବ୍ୟାଶ୍ରୀଙ୍କୁ ଦାୟି କରିଛନ୍ତି ଆଦିତ୍ୟଙ୍କ ମୃତ୍ୟୁ ପାଇଁ କାରଣ ତାଙ୍କ ଭିତରେ ଝଗଡା ନ ଥିଲା କିନ୍ତୁ ଏମିତି ବିନା କାରଣରେ ଘର ଛାଡ଼ି ଯିବାର କଥା ହିଁ ନଥିଲା , ଆଦିତ୍ୟ ବାବୁ ଘରୁ ଯିବା ପରେ ନିଜ ପରିବାର ଅର୍ଥାତ ଶାଶୁ ଶଶୁରଙ୍କୁ ନଜଣାଇ କାହିଁକି ବିକାଶକୁ ଜଣାଇଥିଲେ ଯେତେବେଳେ କି ସେ ଗୋଟିଏ ବାଇଟରେ କହିଥିଲେ ବିକାଶ ବାହାର ଲୋକ ସେ କଣ ଜାଣିବେ ଆମ ପରିବାର ଭିତରେ କେତେ ଭଲ ପାଇବା ଥିଲା ବୋଲି।ସବୁ କିଛି ପର୍ଦାଫାଶ ହେବ ସେଥିପାଇଁ ସମସ୍ତଙ୍କ ମୋବାଇଲ , କଲ ରେକର୍ଡ ,ସ୍କିନସଟ, ଚାଟ ଏବଂ ହେଣ୍ଡ ରାଈଟ କୁ ଏବେ ପରିକ୍ଷଣରେ ନେଇଛନ୍ତି ପୋଲିସ ମାନବ ପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁର ରହସ୍ୟ ଏକ ପ୍ରକାର ଅଡ଼ୁଆସୂତା ଖିଅ ଭାବେ ଲାଗିଲାଣି ସବୁ ପ୍ରକାର ତଦନ୍ତ ଜାରି ରଖିଛି ଜେ ଆର ପି ପୋଲିସ। ଦେଖାଯାଉ ଆଗକୁ କେଉଁ ରହସ୍ୟର ପର୍ଦା ଫାସ ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button