ରାଜ୍ୟ
ଫେରାର ଅଶୋକ ଦୋରା ଗିରଫ – Ibnodisha

[ad_1]
ବଲାଙ୍ଗିର: ଗୁଡଭେଲାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅଶୋକ ଦୋରା ଗିରଫ ହୋଇଥିବା ସୂଚନା । ଫେରାର ହେବାର ୧୦ ଦିନ ପରେ ତୁଷୁରା ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ଅଶୋକ । ବ୍ଲକ୍ ଅଫିସ ଭିତରେ ପଶି ମିଶନ ଶକ୍ତି ପ୍ରକଳ୍ପ ସଂଯୋଜକଙ୍କୁ ମାଡ ମାରିଥିଲେ । ପୂର୍ବରୁ ଅଶୋକ ବୋରାଙ୍କ ୫ ସମର୍ଥକଙ୍କୁ ପୋଲିସ ଗିରଫ କରିଥିଲା । ଅଶୋକ ବୋରାଙ୍କ ସ୍ତ୍ରୀ ଗୁଡଭେଲା ବ୍ଲକର ଅଧ୍ୟକ୍ଷ ଅଛନ୍ତି ।
ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି , ନବମୀରୁ ବର୍ଷିବ
[ad_2]




