ଦେଶ
ନୱାଜ ସରିଫ୍ ସ୍ୱଦେଶ ଫେରିଲେ – Ibnodisha

[ad_1]
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ସ୍ୱଦେଶ ଫେରିଲେ । ଦୁବାଇରୁ ସ୍ୱତନ୍ତ୍ର ବିମାନ ଯୋଗେ ସ୍ୱଦେଶ ଫେରିଲେ ସରିଫ୍ । ଲଣ୍ଡନରେ ସାଢେ ୪ ବର୍ଷର ନିର୍ବାସନ ପରେ ସରିଫ୍ଙ୍କ ପ୍ରତ୍ୟାବର୍ତ୍ତନ । ଜାନୁଆରୀରେ ସାଧାରଣ ନିର୍ବାଚନ ପୂର୍ବରୁ ଫେରିଲେ ସରିଫ୍ ।
ଫେରାର ଅଶୋକ ଦୋରା ଗିରଫ
[ad_2]




