ରାଜ୍ୟ
ପଦକ ବିଜେତାଙ୍କୁ ପ୍ରେତ୍ସାହନ – Ibnodisha

[ad_1]
ଭୁବନେଶ୍ୱର: ଜାତୀୟ ପୂର୍ବରୁ ରାଜ୍ୟ ସରକାରଙ୍କ ପୁରସ୍କାର ଘୋଷଣା କରାଯାଇଛି । ଓଡିଶାଙ୍କୁ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବାକୁ ପୁରସ୍କାର ଘୋଷଣା । ସ୍ୱର୍ଣ୍ଣ ପଦକ ବିଜେତାଙ୍କ ପାଇଁ ୫ ଲକ୍ଷ ଟଙ୍କାର ଅର୍ଥ ରାଶି ଘୋଷଣା କରାଯାଇଛି । ରୌପ୍ୟ ପାଇଁ ୩ ଓ ବ୍ରୋଞ୍ଜ ପଦକ ବିଜେତାଙ୍କ ପାଇଁ ୨ ଲକ୍ଷ ଟଙ୍କା ଘୋଷଣା କରାଯାଇଛି । ଆସନ୍ତା ୨୬ ତାରିଖରୁ ଗୋଆରେ ଆରମ୍ଭ ହେବାକୁ ଯାଉଛି ଜାତୀୟ କ୍ରୀଡା । ଜାତୀୟ କ୍ରୀଡାର ୩୭ଟି ବିଭାଗରେ ଓଡିଶାର ୩୦ ଖେଳାଳି ଭାଗ ନେବେ ବୋଲି ସୂଚନା ରହିଛି ।
[ad_2]




