ରାଜ୍ୟ

ପାଣିରେ ପଡି ଜଣେ ପୂଜକ ମୃତ୍ୟୁ – Ibnodisha

[ad_1]

ଭଦ୍ରକ: ପାଣିରେ ପଡି ଜଣେ ପୂଜକଙ୍କ ମୃତ୍ୟୁ । ଏଭଳି ଅଘଟଣ ଘଟିଛି ବାସୁଦେବପୁର ବ୍ଲକର ଗୋବିନ୍ଦବିନ୍ଧାଠାରେ । ମୃତକ ହେଉଛନ୍ତି ଆରୁହା ପଂଚାୟତର  ଭାଗପୁର ଅଂଚଳର ଶ୍ରୀପତି ପଣ୍ଡାଙ୍କ ପୁଅ ଜୀବନ ବନ୍ଧୁ ପଣ୍ଡା । ସେ ପୂଜାର୍ଚ୍ଚନା କରି ପରିବାର ପ୍ରତିପୋଷଣ କରିଥାନ୍ତି ।  ଦୁର୍ଗା ପୂଜା ପାଇଁ ଘରୁ ବାହାରିକି ଯାଇଥିଲେ।  ହେଲେ ଗୋବିନ୍ଦବିନ୍ଧା ଠାରେ ଏକ ପୋଖରୀରେ ପଡିଥିବା କିଛି ସ୍ଥାନୀୟ ଲୋକ ଦେଖି ବାସୁଦେବପୁର ଅଗ୍ନିଶମ ବହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button