ରାଜ୍ୟ

ବାଂଲାଦେଶ ଉପକୂଳ ଅତିକ୍ରମ କଲା ବାତ୍ୟା ‘ହାମୁନ୍’, ପରବର୍ତ୍ତୀ ୬ ଘଣ୍ଟାରେ ଅବପାତରେ ହେବ ପରିଣତ – Ibnodisha

[ad_1]

ଭୁବନେଶ୍ୱର : ବଙ୍ଗୋପସାଗରରେ ବାତ୍ୟା ହାମୁନର ଲ୍ୟାଣ୍ଡଫଲ୍ ଆରମ୍ଭ ହୋଇଛି । ବାଂଲାଦେଶ ଉପକୂଳ ଅତିକ୍ରମ କରିଛି ବାତ୍ୟା ‘ହାମୁନ୍’ । ଆଜି ଭୋରରେ ବାଂଲାଦେଶ ଉପକୂଳରେ ଚିଟ୍ଟାଗଙ୍ଗର ଦକ୍ଷିଣରେ ସ୍ଥଳଭାଗ ଅତିକ୍ରମ କରିିଛି । ପବନର ବେଗ ଘଣ୍ଟାପ୍ରତି ୮୦ ରୁ ୯୦ କିଲୋମିଟର ଓ ଏହା ବଢ଼ି ୧୦୦ କିଲୋମିଟର ଛୁଇଁଥିଲା । ସ୍ଥଳଭାଗ ମୁହାଁ ହେବା ସହ ଦୁର୍ବଳ ପଡୁଛି ବାତ୍ୟା । ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହେବ । ପରବର୍ତ୍ତୀ ୬ ଘଣ୍ଟାରେ ଅବପାତରେ ପରିଣତ ହେବ। ଗତକାଲି ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମରୁ ସିଭିଅର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ବାତ୍ୟାରେ ପରିଣତ ହୋଇଥିଲା । ଏବେ ଏହା ଧୀରେ ଧୀରେ ଆହୁରି ଦୁର୍ବଳ ହୋଇଛି ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button