ଦେଶ

ଶସ୍ତା ବୟାନବାଜି କରୁଛିି ବିଜେଡି: ଗୋଲକ ମହାପାତ୍ର – Ibnodisha

[ad_1]

ଭୁବନେଶ୍ୱର: ବିଜେଡି ନେତା ଟିକେଟ ପାଇଁ ଗୁଣଗାନ କରାଯାଉଛି ବୋଲି କହି ଗୋଲକ ମହାପାତ୍ର । ଟିକେଟ ପାଇଁ ପାଣ୍ଡିଆନଙ୍କ ଗୁଣଗାନ କରୁଥିବା କହିଲେ ଗୋଲକ ମହାପାତ୍ର । ନିଜ ଚୌକିର ସୁରକ୍ଷା ଏବଂ କୃପା ଦୃଷ୍ଟିରୁ ବିଜେଡି ନେତା ଏଭଳି ବୟାନବାଜି କରୁଥିବା କହିଲେ ଗୋଲକ୍ । ସ୍ୱାର୍ଥ ଚରିତାର୍ଥ ପାଇଁ ଭ,ି ବୟାନବାଜି କରୁଥିବା କହିଛନ୍ଦି ଗୋଲକ ମହାପାତ୍ର ।

ହାର୍ଦ୍ଦିକଙ୍କ ସ୍ଥାନରେ ଅଶ୍ୱିନଙ୍କୁ ଟିମରେ ମିଳିପାରେ ସ୍ଥାନ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button